ଘାଟିରେ ଓଲଟିଲା ଯାତ୍ରାପାର୍ଟି ବସ : ୨ ଗୁରୁତର !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଢେଙ୍କାନାଳ ଜରଡ଼ା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଜଗଦମ୍ବା ନାମକ ଯାତ୍ରାପାର୍ଟି ବସ୍‌ , ୨ ଗୁରୁତର . ଆହତଙ୍କୁ ଉଦ୍ଧାର କରାଯାଇ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । କଙ୍କଡ଼ାହାଡ଼ରୁ ଗଡ଼ପଳାଶୁଣି ଯାଉଥିବା ବେଳେ ଘାଟିରୁ ତଳକୁ ଖସି ପଡି଼ଲା ବସ୍‌ । ବସ୍‌ରେ ୩୫ ରୁ ୪୦ ଜଣ ଯାତ୍ରା କଳାକାର ଥିବା ସୂଚନା ।

 

Leave a Reply

Your email address will not be published. Required fields are marked *