କାଶୀନଗର ବ୍ଲକ ର ବିଭିନ୍ନ ଗ୍ରାମରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କାଶୀନଗର ବ୍ଲକ ର ଖାରଡା ଗ୍ରାମ ରେ ମା ମୁକ୍ତାଦେବୀ ଠାକୁରାଣୀ ଉତ୍ସବ ଏବଂ ଗରିବନ୍ଧା ଗ୍ରାମପଞ୍ଚାୟତ ର ଖୁରିଗାମ ଗ୍ରାମ ରେ ଶ୍ରୀ ହନୁମାନଙ୍କ ର ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି . କାର୍ଯ୍ୟକ୍ରମ ଅବସରରେ ଡ଼ .ତିରୁପତି ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗବାରା ତିରୁପତି ରାଓ ,କାଶୀନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲ୍ଲା ସାୟମ୍ମା, ଗୋସାଣି ବ୍ଲକ ଅଧ୍ୟକ୍ଷ ଏନ. ବୀରରାଜୁ, କାଶୀନଗର ଏନଏସି ଅଧ୍ୟକ୍ଷା ଶ୍ରୀମତୀ ଏମ ସୁଧାରଣୀ , ପାରଳାଖେମୁଣ୍ଡି ମୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଓ ବରିଷ୍ଠ ନେତା ଏସ ଗଜପତି ରାଓ ପ୍ରମୁଖ ଯୋଗ ଦେଇଥିଲେ ।

 

Leave a Reply

Your email address will not be published. Required fields are marked *