ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

୧୦ ଗ୍ରାମ ବ୍ରାଉନ ସୁଗାର ଜବତ : ଜଣେ ଗିରଫ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ସ୍ୱପ୍ନେଶ୍ୱର ସାହି ଜବରଦସ୍ତିପୁର ଠାରେ ପୋଲିସର ଏକ ଟିମ…

ଆମ ରିପୋଟରକଟକଜିଲ୍ଲା

ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ତରଫରୁ ଆତ୍ମନିର୍ଭର କୃଷକ ଅଭିଯାନ !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତ ଉପକଣ୍ଠ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ମଙ୍ଗରାଜପୁର ଗ୍ରାମରେ ମହାଡମ୍ବରରେ ଅନୁଷ୍ଠିତ ହେଲା ଶିବ ପାର୍ବତୀ ଙ୍କର ବିବାହ ଉତ୍ସବ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ମଙ୍ଗରାଜପୁରରେ ଦୁଇଦିନ ଧରି ଅନୁଷ୍ଠିତ ହେଉଛି ଦେବ ଦେବ ଶ୍ରୀ…

ଆମ ରିପୋଟରଜିଲ୍ଲାନୟାଗଡ

୨ ଜଣ ଚୁକ୍ତି ଭିତ୍ତିକ ଗ୍ରାମ ରୋଜଗାର ସେବକ ଚାକିରୀ ରୁ ବିଦା !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ର ଦୁଇ ଜଣ ଚୁକ୍ତି ଭିତ୍ତିକ ଗ୍ରାମ ରୋଜଗାର ସେବକଙ୍କୁ ଆଜି…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଅନୁଗୁଳ ଜିଲ୍ଲାର ୫୦ ଟି ହାଇସ୍କୁଲ 5T ଉପକ୍ରମରେ ରୂପାନ୍ତରଣ ଲୋକାର୍ପଣ ମହୋତ୍ସବ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ୨ୟ ପର୍ଯ୍ୟାୟରେ ଅନୁଗୁଳ ଜିଲ୍ଲାର ୫୦ ଟି ହାଇସ୍କୁଲ 5T ଉପକ୍ରମରେ ରୂପାନ୍ତରଣର…

ଆମ ରିପୋଟରଜିଲ୍ଲାଯାଜପୁରରାଜ୍ୟ

ହାତରେ ଗରା ବାଲ୍ଟି ଧରି ବ୍ଲକ କାର୍ଯ୍ୟାଳୟ ଆଗରେ ମହିଳାଙ୍କ ବିକ୍ଷୋଭ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅନ୍ତର୍ଗତ ବନ୍ଧଗାଁରେ ପଞ୍ଚାୟତରେ ବକେୟା ଟଙ୍କା ପଞ୍ଚାୟତ ପୈଠ ନକରିବାରୁ ବିଦ୍ୟୁତ୍…

ଆମ ରିପୋଟରଜିଲ୍ଲାନୟାଗଡ

ଅନନ୍ୟା ଫାଉଣ୍ଡେସନ୍ ତରଫରୁ ବିଶ୍ୱ ସାଇକେଲ୍ ଦିବସ ପାଳିତ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଅନନ୍ୟା ଫାଉଣ୍ଡେସନ୍ ତରଫରୁ ବିଶ୍ୱ ସାଇକେଲ୍ ଦିବସ ପାଳିତ ହୋଇ ଯାଇଛି । ଏହି…

ଆମ ରିପୋଟରକନ୍ଧମାଳଜିଲ୍ଲା

କନ୍ଧମାଳରେ ୭୩ ଟି ରୂପାନ୍ତରୀତ ସ୍ମାର୍ଟ ହାଇସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭରଚୁଆଲ ମାଧ୍ୟମରେ ଉଦଘାଟିତ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଦ୍ୱିତୀୟ ପର୍ଯ୍ୟାୟ ରେ ହାତକୁ ନିଆ ଯାଇଥିବା କନ୍ଧମାଳ ଜିଲ୍ଲାର ୭୩ ଟି…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟ

ଇନଷ୍ଟାଗ୍ରାମ ରିଲସ ପଡ଼ିବ ମହଙ୍ଗା : ଚିଲିକା – ବାଲୁଗାଁ – ବାଣପୁର ଅଞ୍ଚଳରେ ଇନଷ୍ଟା ରେ ମତୁଆଲା କଲେଜ ଛାତ୍ର ଛାତ୍ରୀ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା, ବାଲୁଗାଁ, ବାଣପୁର ଅଞ୍ଚଳରେ ଦିନକୁ ଦିନ ଦେଖିବାକୁ ମିଳୁଛି କଲେଜ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲାରାଜ୍ୟ

କନ୍ଧମାଳ ଦଙ୍ଗା ଘଟଣା : ପ୍ରମାଣ ଅଭାବରୁ ୩୨ ଜଣ ନିର୍ଦ୍ଦୋଷ ରେ ଖଲାସ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତୁମୁଡିବନ୍ଧ ବ୍ଲକ ଜଳେଶପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ…