ଅସନଝର ଗ୍ରାମରେ ଭୟାଭୟ ଅଗ୍ନିକାଣ୍ଡ !!!

Spread the love

ଦାନଗଦି ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ଦାନଗଦି ବ୍ଳକ ଦେଉଳକଣ ପଞ୍ଚାୟତର ଅସନଝର ଗ୍ରାମରେ ଘଟିଯାଇଛି ଭୟାଭୟ ଅଗ୍ନିକାଣ୍ଡ . ନିଆଁ ଲାଗିବା ଫଳରେ ୩ ବଖରା ଘର ଭସ୍ମିଭୁତ ହୋଇଛି , ଗତକାଲି ସନ୍ଧ୍ୟା ସମୟରେ କୁଳମଣି ସା ଙ୍କ ଘରେ ଗ୍ୟାସ ରେ ରୋଷେଇ ହେଉଥିବା ସମୟରେ ପାଇପ ଫାଟି ଥିଲା ସେଠାରୁ ଘର କୁ ନିଆଁ ଲାଗି ଯାଇଥିଲା । ସୂଚନା ମୁତାବକ ୩ ବଖରା ଘର ,୧୫ ଛେଳି, କୁକୁଡ଼ା ଓ ସମସ୍ତ ଆସବାବ ପତ୍ର ପୋଡି ଯାଇଛି । ଗ୍ରାମବାସୀ ଙ୍କ ସହଯୋଗ ରେ ନିଆଁ ଆୟତ୍ତ ହୋଇଥିଲା . ଦମକଳ ବାହିନୀ ଶେଷରେ ପହଂଚିଥିଲା , ତେବେ ସେତେବେଳେ କୁ ଗ୍ରାମବାସୀ ନିଆଁ ଲିଭାଇ ସାରିଥିଲେ ।

Leave a Reply

Your email address will not be published. Required fields are marked *