ଆମ ରିପୋଟରଗଜପତିଜିଲ୍ଲା

ବରିଷ୍ଠ ନାଗରିକ ମଞ୍ଚ ତରଫରୁ ସାଧାରଣ ବୈଠକ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ବରିଷ୍ଠ ନାଗରିକ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ସୋରଣ ଗ୍ରାମପଞ୍ଚାୟତର ବେକାର ଯୁବକ ଯୁବତୀ ମାନଙ୍କ ପାଇଁ ରୋଜଗାର ସୁଯୋଗ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ଗ୍ରାମ ପଞ୍ଚାୟତର ବେକାର ଯୁବକ ଯୁବତୀ ପାଇଁ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ସୋସିଆଲ ମିଡିଆରେ ହିନ୍ଦୁ ଦେବାଦେବୀ ଙ୍କୁ ବିଭ୍ରାନ୍ତିକର ମନ୍ତବ୍ୟ : ବଜରଙ୍ଗ ଦଳ ପକ୍ଷରୁ ଥାନାରେ ଏତଲା !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସୋସିଆଲ ମିଡିଆରେ ହିନ୍ଦୁ ଦେବାଦେବୀ ଙ୍କୁ ଜଣେ ଅଣ ହିନ୍ଦୁ ଧର୍ମର ଯୁବକ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଶ୍ରାବଣ ପ୍ରଥମ ସୋମବାର ରେ ବାଣପୁର ଅଞ୍ଚଳର ଶୈବପୀଠରେ ଭକ୍ତଙ୍କ ଜଳାଭିଷେକ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗତ ଦୁଇ ବର୍ଷର କୋଭିଡ କଟକଣା ପରେ ଚଳିତ ବର୍ଷ ବୋଲବମ ଯାତ୍ରା ଆରମ୍ଭ…

ଆମ ରିପୋଟରଗଜପତିଜିଲ୍ଲା

ନଵ ନିର୍ବାଚିତ ସରପଞ୍ଚ ମାନଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ଠାରେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଛକଡିପୁର ଗ୍ରାମରେ ନଦୀ ରେ ଭାସି ଯାଇଥିବା ନିଖୋଜ ନାବାଳକର ଶବ ଉଦ୍ଧାର !!!

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ୨୪ ଘଣ୍ଟାର ରେସକ୍ୟୁ ଅପରେସନ ପରେ ମିଳିଲା ଫଳ । ପାଟ ନଇରୁ ମିଳିଲା…

Breaking newsଅପରାଧଆମ ରିପୋଟରକଟକଜିଲ୍ଲାଯାଜପୁର

ବାମ୍ବିଲୋ ୟୁପି ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ଶିଶୁ ଗୁରୁତର : ମେଡିକାଲରେ ଭର୍ତ୍ତି !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅନ୍ତର୍ଗତ ବାମ୍ୱିଲୋ ଗ୍ରାମରେ ଥିବା ଭାସ୍କର ନୋଡାଲ ୟୁପି ସ୍କୁଲରେ ସୋମବାର…

ଆମ ରିପୋଟରକନ୍ଧମାଳଜିଲ୍ଲା

ଆରମ୍ଭ ହେଲା ମାସିକ ଶ୍ରାବଣୀ ଯାତ୍ରା : ବିଭିନ୍ନ ଶୈବପୀଠ ରେ ଭକ୍ତଙ୍କ ପ୍ରବଳ ଭିଡ଼ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଆରମ୍ଭ ହୋଇଛି ମାସିକ ଶ୍ରାବଣୀ ଯାତ୍ରା। ପବିତ୍ର ଗୁରୁ ପୁର୍ଣ୍ଣିମାରୁ ଆରମ୍ଭ ହୋଇଛି…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ନାହିଁ ଗମନାଗମନ ପାଇଁ ସୁବିଧା !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଙ୍ଗୁଲା ବେନ୍ତପୁର ଗ୍ରାମପଂଚାୟତ ର ମୁଣ୍ଡହତା ସାହି…

ଆମ ରିପୋଟରକଟକଜିଲ୍ଲାଯାଜପୁରରାଜ୍ୟ

ବୈଷ୍ଣବୀୟ କର୍ମ ମାନବ ଜୀବନର ଶ୍ରେଷ୍ଠତ୍ଵକୁ ପ୍ରତିପାଦିତ କରିଥାଏ : ରାଧା ମଦନମୋହନଙ୍କର ସ୍ବନକ୍ଷତ୍ରରେ ବହୁ ବକ୍ତାଙ୍କ ମତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭାରତୀୟ ଦର୍ଶନରେ ବୈଷ୍ଣବୀୟ କର୍ମ ମାନବ ଜୀବନର ଶ୍ରେଷ୍ଠତାକୁ ପ୍ରତିପାଦିତ କରିବା ସହ ଏକ…