କଲ୍ୟାଣୀ ଚ୍ୟାରିଟେବଲ ଟ୍ରଷ୍ଟ ତରଫରୁ ବାବା ଧବଳେଶ୍ୱର ପୀଠରେ ସେବାକାର୍ଯ୍ୟ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ପବିତ୍ର ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କୁ ଜଳଲାଗି କରିବା ପାଇଁ ଛୁଟିଛି ଶ୍ରଦ୍ଧାଳୁଙ୍କ ଧାଡି . ଐତିହାସିକ କଟକ ସହର ଉପକଣ୍ଠରେ ଅବସ୍ଥିତ ପ୍ରସିଦ୍ଧ ବାବା ଧବଳେଶ୍ବର ପୀଠରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ସମୟରେ କଲ୍ୟାଣୀ ଚ୍ୟାରିଟେବଲ ଟ୍ରଷ୍ଟ ତରଫରୁ ଜାରି ରହିଛି ସେବାକାର୍ଯ୍ୟ .

Leave a Reply

Your email address will not be published. Required fields are marked *