ଲଗାଣ ବର୍ଷାରେ ବୁଡ଼ିଗଲା ଜାତୀୟ ରାଜପଥ !!!

Spread the love

ମାଲକାନଗିରି ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଲଗାଣ ବର୍ଷାରେ ବୁଡ଼ିଗଲା ଜାତୀୟ ରାଜପଥ . ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ର ପ୍ରଭାବ . ଏନ୍ଏଚ୍‌ ଉପରେ ୫ ଫୁଟ୍‌ର ପାଣି . ମୋଟୁ ନିକଟ ଏନ୍ଏଚ୍ ୩୨୬ ରେ ୫ ଫୁଟ୍‌ର ପାଣି ପ୍ରବାହିତ ହୋଇ ଆନ୍ଧ୍ର – ତେଲେଙ୍ଗାନା – ଛତିଶଗଡ଼କୁ ଯୋଗାଯୋଗ ହୋଇଯାଇଛି ବିଚ୍ଛିନ୍ନ .

Leave a Reply

Your email address will not be published. Required fields are marked *