କଣାସ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଣାସ ବ୍ଲକ ରେ ଶିଖ ଐଡ ଗୃପ ତରଫରୁ ରିଲିଫ ସହାୟତା l ମକରା ନଦୀ ଘାଇ ଦ୍ଵାରା କ୍ଷତିଗ୍ରସ୍ତ କଣାସ ବ୍ଲକର ଗଡ଼ବଳଭଦ୍ରପୁର ପଞ୍ଚାୟତର ମଣିବିଜିପୁର, ଧୂଆଁଳ, ରତ୍ତପଟା ଓ ଦୋକନ୍ଦା ପଞ୍ଚାୟତର ଭୋଇ ସାହିରେ ” ଶିଖ ଐଡ ” ଗୃପ ସହାୟତାରେ ରିଲିଫ ପ୍ୟାକେଟ ବଣ୍ଟନ କରାଯାଇଛି l ଏହି ଅବସରରେ ପୂର୍ବତନ ସରପଞ୍ଚ ସଂଗ୍ରାମ ପାଇକରାୟ , ମଣିବିଜୁପୁର ୱାର୍ଡ ମେମ୍ବର ସଞ୍ଜୟ ପାଇକରାୟ ଓ ଅନେକ ସହଯୋଗୀ ଉପସ୍ଥିତ ଥିଲେ l
କଣାସ ବ୍ଲକ ରେ ଶିଖ ଐଡ ଗୃପ ତରଫରୁ ରିଲିଫ ସହାୟତା !!!

