Breaking newsଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ମଙ୍ଗଳା ମନ୍ଦିର ଉଛେଦ ବେଳେ ମାତିଲେ କାଳେସୀ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ମଙ୍ଗଳା ମନ୍ଦିର ଉଚ୍ଛେଦ କରିବାକୁ ଯାଇଥିଲେ ପ୍ରଶାସନ ଓ ପୁଲିସ । ହେଲେ କାଳିସୀ…

ଆମ ରିପୋଟରକଟକଜିଲ୍ଲା

କଳାପଥର ଅଞ୍ଚଳର ଛାତ୍ରୀ ସରୋଜିନୀ ସ୍ବାଇଁ ହେଲେ ପ୍ରାଣନାଥ କଲେଜ ର ରାଜନୀତି ବିଜ୍ଞାନ ସ୍ନାତକ ଟପ୍ପର !!!

କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଖୋର୍ଦ୍ଧା ପ୍ରାଣନାଥ ସ୍ବଂୟ ଶାସିତ ମହାବିଦ୍ୟାଳୟର ଚଳିତ ବର୍ଷ + ୩ କଳାର…

ଆମ ରିପୋଟରଜିଲ୍ଲାନୟାଗଡ

ସ୍ୱାୟତ୍ତ ଶାସନ ଦିବସ ପାଳନ ପାଇଁ ପୂର୍ବ ପ୍ରସ୍ତୁତି !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ସ୍ୱାୟତ୍ତ ଶାସନ ଦିବସ ପାଳନ ପାଇଁ ନୟାଗଡ଼ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବାତୀ ମିଶ୍ର…

ଆମ ରିପୋଟରଗଜପତିଜିଲ୍ଲା

ଶିଶୁ ସୁରକ୍ଷା ସେବା ପ୍ରଦାନକାରୀ ମାନଙ୍କ ପାଇଁ ସାମାଜିକ ସହାୟତା ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କନଫେରନ୍ସ ହଲ ଠାରେ…

ଆମ ରିପୋଟରଗଜପତିଜିଲ୍ଲା

ଗ୍ରାମ୍ୟମୁଖୀ ପ୍ରଶାସନ ଓ ଜନ ଅଭିଯୋଗ ଶୁଣାଣୀ ଶିବିର !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ଅଜୟଗଡ଼ ଗ୍ରାମ ପଞ୍ଚାୟତ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ…

ଆମ ରିପୋଟରକଟକଜିଲ୍ଲା

ଗ୍ରାମ୍ୟରାସ୍ତା ରୁ ଜବର ଦଖଲ ଉଚ୍ଛେଦ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ ଅଧିନସ୍ଥ ନେମାଳ ଥାନା ଦାଉଦପୁର ପଞ୍ଚାୟତ ଜଗନ୍ନାଥପୁର ୮…

ଆମ ରିପୋଟରକଟକଜିଲ୍ଲା

କଟକ ର ବିପର୍ଯ୍ୟସ୍ଥ ରାସ୍ତାଘାଟ ଅବସ୍ଥା କୁ ବିରୋଧ କରି ସୁବାଷ ସଂଗଠନ ତରଫରୁ ପଥ ସତ୍ୟାଗ୍ରହ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ସହର ର ବିପର୍ଯ୍ୟସ୍ଥ ରାସ୍ତାଘାଟ ଅବସ୍ଥା କୁ ବିରୋଧ କରି ସୁଭାଷ ସଂଗଠନ…

ଆମ ରିପୋଟରଗଜପତିଜିଲ୍ଲା

ମାଟିମୂର୍ତ୍ତୀ ବଦଳରେ ପ୍ଳାଷ୍ଟର ଅଫ ପ୍ୟାରିସ ମୂର୍ତ୍ତୀ ଲୋକପ୍ରିୟତା ବଢୁଛି !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆଉ କିଛି ଦିନ ପରେ ଅଗ୍ରପୂଜା ଗଜାନନ ଗଣପତିଙ୍କ ପୂଜା । ଶ୍ରୀ ଗଣେଶ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୁତ୍ତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୁତ୍ତ । ଗୁରୁତର ଅବସ୍ଥାରେ ଉଦ୍ଧାର…