ରାମକୃଷ୍ଣ ମିଶନ ବିବେକାନନ୍ଦ ବିଦ୍ୟାଳୟରେ ଗୁରୁପୂଜନ କାର୍ଯ୍ୟକ୍ରମ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ର ଜନ୍ମଦିନରେ ସାରା ଦେଶରେ ପାଳିତ ହୋଇଯାଇଛି ଗୁରୁଦିବସ ! ଗୁରୁଙ୍କ ପ୍ରତି ସମ୍ମାନ ଓ ଗୁରୁଙ୍କ ପ୍ରତି ଭଲପାଇବା ର ପର୍ବ ଗୁରୁଦିବସ l ପ୍ରତ୍ୟେକ ଶିକ୍ଷା ଅନୁଷ୍ଠାନରେ ପିଲାମାନେ ନିଜ ଗୁରୁ ମାନଙ୍କୁ ପୂଜା ଓ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରିଛନ୍ତି ଗୁରୁଦିବସ ! ବହୁ ଶିକ୍ଷା ଅନୁଷ୍ଠାନ ରେ ଧୁମ ଧାମ ରେ ଗୁରୁଦିବସ ପାଳିତ ହୋଇଥିବା ସମୟରେ ରାଜଧାନୀର ରାମକୃଷ୍ଣ ମିଶନ ବିବେକାନନ୍ଦ ବିଦ୍ୟାଳୟରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି !

Leave a Reply

Your email address will not be published. Required fields are marked *