ପଞ୍ଚମ ମହାନଦୀ ଆଳତୀ କାର୍ଯ୍ୟକ୍ରମ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ରେ ଆୟୋଜିତ ହୋଇଯାଇଛି ପଞ୍ଚମ ମହାନଦୀ ଆଳତୀ କାର୍ଯ୍ୟକ୍ରମ ! ଆମ ମହାନଦୀ ଆମ ସମ୍ମାନ ! ପ୍ରତ୍ୟେକ ପୂର୍ଣ୍ଣିମା ଭଳି ଏଥର ମଧ୍ୟ କଟକ ସହରର ଗଡଗଡିଆ ଘାଟ ଠାରେ , ସନ୍ଧ୍ୟା ୬ ଘଟିକା ସମୟରେ ମହାନଦୀର ସମ୍ମାନ ଓ ସୁରକ୍ଷା ପାଇଁ ମହାନଦୀ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାନଦୀରେ ମହାତ୍ମ୍ୟ ଓ ଉପସ୍ଥିତିକୁ ଲୋକ ଲୋଚନକୁ ଆଣିବା ସହିତ, ଏହାର ପ୍ରଚାର ପ୍ରସାର କରିବା ଓ ମହାନଦୀର ସୁରକ୍ଷା ପାଇଁ ସଚେତନତା ସୃଷ୍ଠି କରିବା କାର୍ଯ୍ୟକ୍ରମର ଲକ୍ଷ୍ୟ ।

Leave a Reply

Your email address will not be published. Required fields are marked *