ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଉତ୍ତରାଧିକରୀ ପ୍ରମାଣ ପତ୍ର ମଞ୍ଚ ତରଫରୁ ସ୍ମାରକ ପତ୍ର ପ୍ରଦାନ ! ଓଡ଼ିଶାରେ ଜମିବାଡ଼ି ବିକ୍ରି ଓ ହସ୍ତାନ୍ତର ପାଇଁ ଉତ୍ତରାଧିକାରୀ ପ୍ରମାଣପତ୍ର ଏକକ ଜରୁରୀ ଆବଶ୍ୟକ ହୋଇଥିବା ବେଳେ ଏଥିରେ ହେଉଥିବା ଜାଲିଆତି ମୁଖ୍ୟତଃ ଝିଅ ,ଭଉଣୀ ଓ ବିଧବା ବୋହୂ ଙ୍କ ନାମ ବାଦ୍ ଦିଆଯାଉଛି ।ତେଣୁ କରି ପୂର୍ବରୁ ଜାଲ୍ କରି ହାସଲ କରିଥିବା ଦାୟଦ ପ୍ରମାଣ ପତ୍ର ତଦନ୍ତ ପରିସରଭୁକ୍ତ କରି ତାହାକୁ ରଦ୍ଦ କରିବା ପାଇଁ ରାଜ୍ୟ ଆଇନ୍ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଓ ଆଇନ୍ ସଚୀବ ପ୍ରତାପ ପାତ୍ର ଙ୍କୁ କାର୍ଯ୍ୟକାରୀ ସଭାପତି ବସନ୍ତ କୁମାର ପଣ୍ଡା ଦ୍ଵାରା ସ୍ମାରକ ପତ୍ର ପ୍ରେରଣ କରାଯାଇଛି ।
ଉତ୍ତରାଧିକରୀ ପ୍ରମାଣ ପତ୍ର ମଞ୍ଚ ତରଫରୁ ସ୍ମାରକ ପତ୍ର ପ୍ରଦାନ !!!

