ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

କର୍କଟ ପୀଡିତଙ୍କୁ ସହାୟତା ଯୋଗାଇଲା କଳ୍ପନା ଛକ ଟୋକା ସଂଘ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସମାଜରେ ସାମାଜିକ ବିପ୍ଳବ ସୃଷ୍ଟି କରିବାରେ କଳ୍ପନା ଛକଟୋକା ସଙ୍ଘ ଏକ ସ୍ଥାନ ସୃଷ୍ଟି…

ଆମ ରିପୋଟରକଟକଜିଲ୍ଲା

ଉତ୍ତରାଧିକରୀ ପ୍ରମାଣପତ୍ର ସଂଶୋଧନ ମଞ୍ଚ ତରଫରୁ ତହସିଲଦାର ଙ୍କୁ ସମ୍ବର୍ଦ୍ଧନା ଓ ଦାବିପତ୍ର ପ୍ରଦାନ !!!

କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ ଜିଲ୍ଲାର ଅଗ୍ରଣୀ ସଂଗଠନ ଉତ୍ତରାଧିକାରୀ ପ୍ରମାଣପତ୍ର ସଂଶୋଧନ ମଞ୍ଚ ତରଫରୁ ନୂତନ ଭାବେ…

ଆମ ରିପୋଟରକଟକଜିଲ୍ଲାଦେଶବିଦେଶମୁଖ୍ୟ ଖବରରାଜ୍ୟ

ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ଶୀକାର ଦାରା ସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜୈନ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ଶୀକାର ହୋଇଛନ୍ତି , ଦାରା ସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ…

ଆମ ରିପୋଟରଗଜପତିଜିଲ୍ଲା

ଅହିଂସା ରଥକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାଧୀନତା ସଂଗ୍ରାମୀ ଙ୍କ ବଳିଦାନକୁ ସ୍ମରଣ ଉଦ୍ଦେଶ୍ୟରେ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଅନୁଗୁଳ ଡାକ୍ତରଖାନାରେ ଦିନକୁ ଦିନ ବଢୁଛି ସମସ୍ୟା : ପରିଚାଳନା ଉପରେ ପ୍ରଶ୍ନବାଚୀ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ମେଡିକାଲ ରେ ଘଟୁଥିବା ସମସ୍ୟା ଦିନ କୁ ଦିନ ପଦାରେ ପଡୁଛି l…

ଆମ ରିପୋଟରଗଜପତିଜିଲ୍ଲା

ଗଜପତି ଜିଲ୍ଲାରେ ଧାର୍ଯ୍ୟ ଦର ଠାରୁ ଅଧିକା ଟଙ୍କାରେ ବିକ୍ରୀ ହେଉଛି ସାର : କୃଷି ବିଭାଗ ସାଜିଛି ନୀରବଦ୍ରଷ୍ଟା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଅଞ୍ଚଳ ଅଟେ ।…

ଆମ ରିପୋଟରଗଜପତିଜିଲ୍ଲା

ଗଜପତି ଜିଲ୍ଲା କୃଷି ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ବଦଳି କେବେ ???

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କୃଷି ବିଭାଗର କାର୍ଯ୍ୟରତ କର୍ମଚାରୀ ମାନେ ଦୀର୍ଘ ଦଶ ବର୍ଷ ରୁ…

ଆମ ରିପୋଟରକଟକଜିଲ୍ଲା

ଟ୍ରକ ଧକ୍କାରେ ସ୍କୁଟି ଚାଳକ ଙ୍କ ମୃତ୍ୟୁ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟକ ଚାନ୍ଦବାଲି ରାସ୍ତା ଶୁକରପଡା ବଜାରରେ ୧୦ ଚକିଆ…

ଆମ ରିପୋଟରକନ୍ଧମାଳଜିଲ୍ଲା

ଗାଜଲବାଡ଼ି ଘାଟିରେ ଭୂସ୍ଖଳନ : ଯାତାୟାତ ବାଧାପ୍ରାପ୍ତ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଲଘୁଚାପ ଜନିତ ବର୍ଷାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ…

ଆମ ରିପୋଟରଗଜପତିଜିଲ୍ଲା

ହାଡୁଭାଙ୍ଗୀ ଗ୍ରାମ ପଞ୍ଚାୟତରେ ” ସ୍ୱଚ୍ଛତା ହିଁ ସେବା ” କାର୍ଯ୍ୟକ୍ରମ ଅନୁଷ୍ଠିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କାଶୀନଗର ପଞ୍ଚାୟତ ସମିତି ଅନ୍ତର୍ଗତ ହାଡୁଭାଙ୍ଗୀ ଗ୍ରାମ ପଞ୍ଚାୟତରେ ” ସ୍ୱଚ୍ଛତା ହିଁ ସେବା…