ଆମ ରିପୋଟରଜିଲ୍ଲାନୟାଗଡ

ଗଣେଶ ପୂଜା ଉପଲକ୍ଷେ ଅନ୍ନ ପ୍ରସାଦ ବଣ୍ଟନ ସହ ଭଜନ ସମାରୋହ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ କେରାଣ୍ଡୀ ପଞ୍ଚାୟତର ପୁରୁଣା କେରାଣ୍ଡୀ ଗ୍ରାମରେ ଯୁବ…

Breaking newsଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜ୍ୟ

ସିଡିଏ ସେକ୍ଟର – ୮ ଫରେଷ୍ଟ ପାର୍କର ସୁରକ୍ଷା ପାଇଁ ଦାବୀ କଲେ ଏଇତ ଜୀବନ ସାମାଜିକ ସଂଗଠନର ସଦସ୍ୟ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ସିଡିଏ ସେକ୍ଟର – ୮ ଫରେଷ୍ଟ ପାର୍କର ସୁରକ୍ଷା ପାଇଁ ଦାବୀ କଲେ ଏଇତ…

ଆମ ରିପୋଟରଗଜପତିଜିଲ୍ଲା

ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ସ୍ୱଚ୍ଛତା ପକ୍ଷ ପାଳିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜଗଦଗୁରୁ ଶ୍ରୀ କୃପାଳୁ ମହାରାଜଙ୍କ ଜନ୍ମ ଶତ ବାର୍ଷିକୀ ଉତ୍ସବ ଅବସରରେ ବାଳ ମୁକୁନ୍ଦ…

ଆମ ରିପୋଟରଗଜପତିଜିଲ୍ଲା

ଗଜପତି ଜିଲ୍ଲା ଗସ୍ତରେ ରାଜ୍ଯ ବିଧାନସଭା ସଦାଚାର କମିଟି !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାଜ୍ଯ ବିଧାନସଭା ସଦାଚାର କମିଟି ପକ୍ଷରୁ ଦିନିକିଆ ଗଜପତି ଜିଲ୍ଲା ଗସ୍ତ କରି ଜିଲ୍ଲାର…

ଆମ ରିପୋଟରଜିଲ୍ଲାଯାଜପୁର

୯୦୬ ଦିନରେ ପହଁଚିଲା ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ କିଟ୍ ବଣ୍ଟନ କାର୍ଯ୍ୟକ୍ରମ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାକୁ ବିନାଶ କରିବା ପାଇଁ ଆଜକୁ ୯୦୬ ଦିନ ଧରି ନିରବଚ୍ଛିନ୍ନ ପ୍ରକ୍ରିୟାରେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ନେହେରୁ ସେବା ସଂଘରେ ଶିକ୍ଷାବିତ ରବୀନ୍ଦ୍ର ବର୍ମାଙ୍କ ୨୭ ତମ ଶ୍ରାଦ୍ଧୋତ୍ସବ ପାଳିତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗୋଦାବରୀଶ ମହାବିଦ୍ୟାଳୟର ଓଡ଼ିଆ ଭାଷାତତ୍ତ୍ଵ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ରବୀନ୍ଦ୍ରନାଥ ନରେନ୍ଦ୍ର ସିଂ…

ଆମ ରିପୋଟରକଟକଜିଲ୍ଲା

ଅସୁରେଶ୍ଵର ଅଞ୍ଚଳରେ ଭାଗବତ ଜନ୍ମ ଉତ୍ସବ ପାଳନ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ସନାତନ ଧର୍ମର ବେଦ ଶାସ୍ତ୍ର ମଧ୍ୟ ରୁ ଅନ୍ୟତମ ଶ୍ରୀମଦ୍ ଭାଗବତ ଗୀତ ।…

ଆମ ରିପୋଟରଜିଲ୍ଲାନୟାଗଡ

ଲୋକପ୍ରିୟ ଜନନେତା ଅରୁଣଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳୀ ସଭା !!!

ଖଣ୍ଡପଡ଼ା ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଲୋକପ୍ରିୟ ଜନନେତା ପୂର୍ବତନ ବିଧାୟକ ସ୍ବର୍ଗତ ଅରୁଣ ପଟ୍ଟନାୟକଙ୍କ 26 ତମ ଶ୍ରାଦ୍ଧବାର୍ଷିକୀରେ ଆୟୋଜିତ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ମା’ ସନ୍ତୋଷ ପାଲବନ୍ଧା ଶ୍ରମଜୀବି ସଂଘର ବୈଠକ : ଆନ୍ଦୋଳନ ପାଇଁ ସଜବାଜ !!!

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ହରିହରପୁର ପଞ୍ଚାୟତ ଅନ୍ତର୍ଗତ ବଲାଙ୍ଗୀ ସ୍ଥିତ ଋଟୁଭୂଇଁ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଚିଲିକା ବ୍ଲକ ସଭାଗୃହରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସଭାଗୃହରେ ମିଳିତ ଜନଶୁଣାଣୀ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି…