କଟକ ବାଲିଯାତ୍ରା ସୁରକ୍ଷା ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଐତିହାସିକ କଟକ ବାଲିଯାତ୍ରାକୁ ଜାତୀୟ ତଥା ଆନ୍ତର୍ଜାତୀୟ ମାନ୍ୟତା ପ୍ରଦାନ ଦାବୀରେ ସ୍ମାରକପତ୍ର ପ୍ରଦାନ ! ଜିଲ୍ଲା ପ୍ରଶାସନ ପକ୍ଷରୁ ଷ୍ଟଲ ନିମନ୍ତେ ପ୍ଲଟ ଆବଣ୍ଟନ ନିଲାମ ପ୍ରକ୍ରିୟାକୁ ବିରୋଧ କରିବା ସହିତ ବ୍ୟବସାୟୀ ମାନଙ୍କ ସୁବିଧାକୁ ଆଖି ଆଗର ରଖି ନୂତନ ଭାବେ ଗଠିତ ଐତିହାସିକ କଟକ ବାଲିଯାତ୍ରା ସୁରକ୍ଷା ମଞ୍ଚ ତରଫରୁ କଟକ କେନ୍ଦ୍ରାଞ୍ଚଳ ଆରଡିସି ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *