ଆମ ରିପୋଟରକଟକଜିଲ୍ଲା

ବାଲିଯାତ୍ରାରେ ପ୍ଲଟ ଆବଣ୍ଟନରେ ବ୍ୟାପକ ଅନିୟମିତତା ବିରୋଧରେ ସ୍ଵର ଉଠାଇଲେ ବାଲିଯାତ୍ରା ବ୍ୟବସାୟୀ ମିଳିତ ମଞ୍ଚ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଐତିହାସିକ କଟକ ବାଲିଯାତ୍ରା ପ୍ଲଟ ଆବଣ୍ଟନ ଓ ନିଲାମ ପ୍ରକ୍ରିୟାକୁ ବିରୋଧ କଲେ ବ୍ୟବସାୟୀ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁରର ମା ‘ଭଗବତୀଙ୍କ ପୀଠରେ ଶତଚଣ୍ଡି ଯଜ୍ଞର ପ୍ରସ୍ତୁତି ବୈଠକ ଅନୁଷ୍ଠିତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ବାଣପୁରର ମା ‘ ଭଗବତୀ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

କୋର୍ଟ ଆଦେଶ ଅବମାନନା ଅଭିଯୋଗରେ କରଡ଼ାପାଳ ଗ୍ରାମ ଦୈତାରି ମଲିକ କୋର୍ଟ ଚାଲାଣ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କୋର୍ଟ ଆଦେଶ ଅବମାନନା ଅଭିଯୋଗରେ ସୁକିନ୍ଦା ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦଯାତ୍ରା !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ ଜନତା ଦଳ ତରଫରୁ ଏକ ସାମୂହିକ ଜନ…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ଡାହୁକା ନଦୀ କୁଳ ରେ ଚାଲିଥିବା ଜୁଆ ଆଡ୍ଡା ଉପରେ ସଦର ପୋଲିସ ର ଚଢ଼ାଉ : ୫ ଗିରଫ ୪ ବାଇକ ଜବତ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ସଦର ଥାନା ପୋଲିସ ପକ୍ଷରୁ ଚଢ଼ାଉ କରି ଡାହୁକା ନଦୀ କୁଳ ବାଉଁଶ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ରେ ଉଦଘାଟନ ହେଲା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ସହରାଞ୍ଚଳ ରେ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଥିବା ବେଳେ ଏହା ବାଣପୁର ବ୍ଲକ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ସାକାର ହେବ ୨୫ବର୍ଷର ସ୍ବପ୍ନ : ସମଲ ଅଞ୍ଚଳକୁ ସୌନ୍ଦର୍ଯ୍ୟକରଣ ପାଇଁ ଉପଜିଲ୍ଲାପାଳ ଓ ବ୍ଲକ ଅଧ୍ୟକ୍ଷଙ୍କ ପରିଦର୍ଶନ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲ ଅଞ୍ଚଳର କହ୍ନେଇ ଜେନା ପାହାଡ ଓ ଏହାର…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ରୋଡ ରୋମିଓଙ୍କୁ ନିସ୍ତାର ନାହିଁ : ଜାରି ହେଲା ଜରୁରୀକାଳୀନ ନମ୍ବର !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ବାଣପୁର ତଥା ଚିଲିକା ଅଂଚଳରେ ଦିନକୁ ଦିନ ରୋଡ ରୋମିଓଙ୍କ ଦୈରାମ୍ୟ ବଢ଼ିବାରେ…

ଆମ ରିପୋଟରକଟକଜିଲ୍ଲା

ଭସାଣି ଯାତ୍ରାରେ ଉନ୍ମତ୍ତ ଯୁବକଙ୍କ ଲଙ୍କା କାଣ୍ଡ : ୨ କୋର୍ଟ ଚାଲାଣ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଗଜଲକ୍ଷ୍ମୀ ଭଷାଣୀ ବେଳେ ୭ / ୮ ଜଣ ଯୁବକଙ୍କ ଉନ୍ମତ୍ତକାଣ୍ଡ । ଟିଭି…