ଅନୁଗୋଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମର ଜଣେ ମହିଳା ସକାଳ ସମୟରେ ପୂଜା ପାଇଁ ଫୁଲ ତୋଳୁଥିବା ସମୟରେ , ଜଣେ ଲୁଟେରା ଅତର୍କିତ ଭାବରେ ଆସି ତାଙ୍କ ବେକରୁ ସୁନା ମଙ୍ଗଳସୁତ୍ର ଟିକୁ ଛିଣ୍ଡାଇ ନେଇ ଖୁବ ଜୋରରେ ଦୌଡ଼ି ପଳେଇ ଯାଇଥିଲା । ମହିଳା ଜଣକ ପାଟି କରିବାରୁ ପୋଡ଼ାଶୀ ଙ୍କ ସହିତ ତାଙ୍କ ସ୍ୱାମୀ ମଧ୍ୟ ଦୌଡ଼ି ଆସିଥିଲେ ! କିନ୍ତୁ ଚୋର କୁ ଧରିବାରେ ଅକ୍ଷମ ହୋଇଥିଲେ , ପରେ ଏ ନେଇ ନାଲକୋ ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଛିନତାଇ ର ଶୀକାର ହୋଇଥିବା ମହିଳାଙ୍କ ସ୍ୱାମୀ ଜଣେ ସାମ୍ବାଦିକ ଅଟନ୍ତି !
ସାମ୍ବାଦିକ ଙ୍କ ପତ୍ନୀ ବେକରୁ ମଙ୍ଗଳସୂତ୍ର ଛିଣ୍ଡାଇ ନେଲା ଚୋର !!!

