ମଧୁବନ ନିକଟରେ ସଡକ ଦୁର୍ଘଟଣା !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ କେନ୍ଦ୍ରାପଡା ମୁଖ୍ୟ ରାଜପଥ ର ମଧୁବନ ନିକଟରେ ଟ୍ରାକ୍ଟର କୁ ଧକା ଦେଲା କାର ! ଘଟଣା ସ୍ଥଳରେ ଆହତ ହୋଇଥିବା ଟ୍ରାକଟର ଚାଳକ ଓ ତାଙ୍କ ସହଯୋଗୀ ଙ୍କୁ ଦମକଳ କର୍ମଚାରୀଙ୍କ ସାହାଯ୍ୟରେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଯାଇଛି ! ଘଟଣା ସ୍ଥଳ ରେ ନିଶ୍ଚିନ୍ତକୋଇଲି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି , ତେବେ ଦୁର୍ଘଟଣା ର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଉଭୟ ଗାଡି ଭାରସାମ୍ୟ ହରାଇଥିବା ର ଶୁଣିବାକୁ ମିଳିଛି ||

Leave a Reply

Your email address will not be published. Required fields are marked *