ରେଳ ଧାରଣାରେ ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ !!!

0
325

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୁହାଳ ସିଂ ଗ୍ରାମ ପଞ୍ଚାୟତ ଠାକୁରହାଟ ପାର୍ଶ୍ଵ ଦେଇ ଯାଇଥିବା ରେଳ ଧାରଣାରେ ପଡି ରହିଛି ଖଣ୍ଡ ବିଖଣ୍ଡିତ ମୃତଦେହ । ସ୍ଥାନୀୟ ଲୋକମାନେ ରେଳ ଧାରଣା ଉପରେ ମୃତଦେହ ପଡିଥିବାର ଦେଖି ପୁଲିସ କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ଛାନବିନ ଆରମ୍ଭ କରିଛି ।ଅନ୍ୟ ପକ୍ଷରେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଯେ , ମୃତକ ଜଣକ ହେଉଛନ୍ତି ଠାକୁର ହାଟ ବଜାରର ଦନେଇ ନାମକ ଯୁବକ . ତେବେ ତଦନ୍ତ ପରେ ଘଟଣା ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛି ପୁଲିସ ।

LEAVE A REPLY

Please enter your comment!
Please enter your name here