ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବିବାହ ପ୍ରତିଶୃତି ଦେଇ ପ୍ରବଞ୍ଚନା : ଅଭିଯୁକ୍ତ ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜଣେ ନାବାଳିକାକୁ ବିବାହ ପ୍ରତିଶୃତି ଦେଇ ଅନେକ ଦିନ ଧରି ନାବାଳିକା ସହ ଶାରୀରିକ…

ଅପରାଧଆମ ରିପୋଟରକଟକଜିଲ୍ଲା

ଶ୍ରଦ୍ଧାଞ୍ଜଳୀ ବେହେରାଙ୍କ ବାସଭବନରେ ଇଡି ଚଢ଼ାଉ : ସାମ୍ବାଦିକଙ୍କୁ ଢେଲା ମାରିଲେ ଅଭିଯୁକ୍ତର ମା !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଖୋଲୁଛି ଅର୍ଚ୍ଚନା ଗୁମର ! ବ୍ଲାକ ମେଲର ଅର୍ଚ୍ଚନା ନାଗ ଙ୍କ ସାଥିରେ ରହିଥିବା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ନିମନ୍ତେ ପ୍ରାର୍ଥୀ ଚୟନ !!!

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ବେଗୁନିଆ ବ୍ଲକ ପରିସରରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ନିମନ୍ତେ ପ୍ରାର୍ଥୀ ଚୟନ କରାଯାଇଥିଲା…

ଆମ ରିପୋଟରକଟକଜିଲ୍ଲା

ଡମପଡା ସମ୍ବାଦ ସାହିତ୍ୟ ଘର ତରଫରୁ ନଭେମ୍ବର ୧୨ ରେ ଆୟୋଜିତ ହେବ ମେଗା ରକ୍ତଦାନ ଶିବିର !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍କକର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସମ୍ବାଦ ସାହିତ୍ୟ ଘର ଏବଂ ଆମ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ପଙ୍କାଳ ଗ୍ରାମର ହତ୍ୟାକାଣ୍ଡ ଘଟଣା : ଜଣେ ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ପଙ୍କାଳ ଗ୍ରାମରେ ଘଟିଥିବା ବହୁ ଚର୍ଚ୍ଚିତ…

ଆମ ରିପୋଟରଜଗତସିଂହପୁରଜିଲ୍ଲା

ଭତ୍ତା ବୃଦ୍ଧିକୁ ନେଇ ନବନିର୍ମାଣ କୃଷକ ସଙ୍ଗଠନ କୁଜଙ୍ଗ ଶାଖା ପକ୍ଷରୁ ଆନ୍ଦୋଳନ ଓ ଦାବିପତ୍ର ପ୍ରଦାନ !!!

ପାରାଦୀପ ( ଆୱାଜ ମିଡିଆ ) – ଚକ୍ରବର୍ତ୍ତୀ ଓତା : ସରକାର ଙ୍କ ମାଳମାଳ ଯୋଜନା ! ତା ମଧ୍ୟରୁ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ଛାଡ଼ଖାଇ ପାଳନ ବେଳେ ମାଡି ବସିଲା ବନବିଭାଗ : ବାରହା ମାଂସ , ଜଣେ ଅଭିଯୁକ୍ତ ଗିରଫ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଛାଡ଼ଖାଇ ପାଳନ ବେଳେ ମାଡ଼ିବସିଲା ମହୀପୁର ବନ ବିଭାଗ ର ଏକ ଟିମ !…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ଜନମଙ୍ଗଳ ପରିଷଦ ତରଫରୁ ମାଣ୍ଡିଆ ଦିବସ ପାଳିତ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ତରଫରୁ ମାଣ୍ଡିଆ ଦିବସ ପାଳନ କରାଯାଇଛି ।…

ଆମ ରିପୋଟରକଟକଜିଲ୍ଲା

କେମିକାଲ କମ୍ପାନୀ ନିର୍ମାଣ କୁ ବିରୋଧ କରି କଂଗ୍ରେସ ନେତାଙ୍କ ବିକ୍ଷୋଭ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀର ବାଆଁରା ପଞ୍ଚାୟତରେ କେମିକାଲ କମ୍ପାନୀ ନିର୍ମାଣ କୁ ବିରୋଧ କରି…