ଜାତୀୟ ଚୋକ୍ ବଲ ଚମ୍ପିଆନସିପ : ଉତ୍ତର ପ୍ରଦେଶ ହାପୁର ଗସ୍ତ ଗଲେ ଓଡ଼ିଶା ଟିମ୍ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଜାତୀୟ ଚୋକ୍ ବଲ ଚମ୍ପିଆନସିପ , ଓଡ଼ିଶା ଟିମ୍ ର ଉତ୍ତରପ୍ରଦେଶ ହାପୁର ଗସ୍ତ ! ବୁଧବାର ସକାଳ 11.30 ସମୟରେ ଉଭୟ ପୁରୁଷ ଓ ମହିଳା ଦଳ ଉତ୍ତରପ୍ରଦେଶ ହାପୁର ଜିଲ୍ଳାରେ ଦ୍ବିତୀୟ ବାର୍ଷିକ 13 ତମ ଜାତିୟ ଚୋକ୍ ବଲ ଚମ୍ପିଆନ 2022 ଖେଳିବାକୁ ଗସ୍ତ କରିଛନ୍ତି । ଗସ୍ତ ସମୟରେ ସଂଘର ଅଧ୍ୟକ୍ଷ ମଧୁସୁଦନ ସାହୁ, ଉପସଭାପତି ବାପୁ କାହାଳି, ସଧାରଣ ସମ୍ପାଦକ ଅମରେନ୍ଦ୍ର ବେହେରା , କୋଷାଧକ୍ଷ ରାଞ୍ଜୁଶ୍ରୀ ମହାରଣା କଟକ ରେଳ ଷ୍ଟେସନ୍ ରେ ଉପସ୍ଥିତ ରହିବା ସହିତ କ୍ରୀଡା ପ୍ରେମୀ ମାନେ ମଧ୍ୟ ଉପସ୍ଥିତ ରହି ଖେଳାଳି ମାନଙ୍କ ମନୋବଳ ବଢାଇବା ସହିତ ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଖେଳର ପ୍ରଚାର ପ୍ରସାର ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଓଡିଶା ଚୋକ୍ ବଲ ସଂଘର ସଭାପତି କ୍ଷୀରୋଦ କୁମାର ସାହୁ ।

Leave a Reply

Your email address will not be published. Required fields are marked *