Breaking newsଆମ ରିପୋଟରଜିଲ୍ଲାନୟାଗଡ

ଦାବୀ ପୂରଣ ପାଇଁ ଦାବୀ ପତ୍ର ଦେଲା ଆଶାକର୍ମୀ ଆସୋସିଏସନ !!!

ନୟାଗଡ ( ଆୱାଜ ମିଡିଆ ) – ବିଶ୍ବଭୂଷଣ ମହାପାତ୍ର : ଆଶାକର୍ମୀଙ୍କ ଦାବୀ ପୁରଣ ନିମନ୍ତେ ନୟାଗଡ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ…

ଆମ ରିପୋଟରଗଜପତିଜିଲ୍ଲା

ତୁରନ୍ତ ଧାନ ମଣ୍ଡି ଖୋଲିବା ଦାବୀରେ ଗଜପତି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଜପତି ଜିଲ୍ଲାର ବିଭିନ୍ନ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଚିଲିକା ଆଙ୍କୁଲାଚଟି ପଞ୍ଚୁପଲ୍ଲୀ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ଉତ୍ସବ – ୨୦୨୨ ଅନୁଷ୍ଠିତ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଆଙ୍କୁଲାଚଟି ସ୍ଥିତ ପଞ୍ଚୁପଲ୍ଲୀ ସୋମନାଥ ସରକାରୀ ଉଚ୍ଚ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ସମିତି ସଭ୍ୟା ଙ୍କୁ ଦୁର୍ବ୍ୟବହାର କରି ଜେଲ ଗଲେ ଯୋଗାଣ ସହାୟକ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସମିତି ସଭ୍ୟା ଙ୍କୁ ଦୁର୍ବ୍ୟବହାର କରି ଜେଲ ଗଲେ ଯୋଗାଣ ସହାୟକ ! ଚିଲିକା…

ଆମ ରିପୋଟରକଟକଜିଲ୍ଲା

ଜନ୍ମମାଟିରେ ବିଦ୍ୟାରତ୍ନଙ୍କୁ ଶ୍ରଦ୍ଧାଞ୍ଜଳୀ !!!

ବୈଦେଶ୍ଵର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ବାଙ୍କୀ ପ୍ରଶାସନ ପକ୍ଷରୁ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଜୟନ୍ତୀ ଅବସରରେ ଜନ୍ମସ୍ଥାନ ବୈଦେଶ୍ୱର ଠାରେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ହେଲେ ବିନାୟକ ହୋତା !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ରେ ଦୀର୍ଘ ଦିନ ଧରି ଅଧ୍ୟକ୍ଷ ପଦନେଇ…

ଆମ ରିପୋଟରଜିଲ୍ଲାଯାଜପୁର

ଜାରି ରହିଛି ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା, କିଟ୍ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାର ଭୟ ଲୋକଙ୍କ ଭିତରୁ ଲିଭି ଯାଇଥିଲେ ମଧ୍ୟ ଏହାର ପ୍ରଭାବ ସମ୍ପୂର୍ଣ୍ଣ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ବନ୍ଦନୀୟ ମହାପୁରୁଷ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବାଙ୍କୀ ମାଟିର ଗୌରବ ଙ୍କୁ ରାଜଧାନୀ ରେ ଶ୍ରଦ୍ଧା ସୁମନ ଅର୍ପଣ ! ପୂଜ୍ୟ…

ଆମ ରିପୋଟରକଟକଜିଲ୍ଲା

ବିଷ୍ଣୁପ୍ରିୟା ଦେବୀ ସେବା ସମ୍ମାନ – ୨୦୨୨ ପ୍ରଦାନ ନେଇ ପ୍ରସ୍ତୁତି ଚୁଡାନ୍ତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ ( ବିସିଟି ) ର…