ୱେବ ମିଡିଆ ସାମ୍ବାଦିକଙ୍କୁ ଜୀବନ ରେ ମାରିଦେବାକୁ ଧମକ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ବ୍ରାହ୍ମଣ ବିଲ ଗ୍ରାମର ୱେବ ମିଡିଆ ସାମ୍ବାଦିକଙ୍କୁ ଜୀବନ ରେ ମାରିଦେବାକୁ ଧମକ । ଅନୁଗୁଳ ଜିଲ୍ଲା ୱେବ ମିଡ଼ିଆ ସଙ୍ଘର ସଦସ୍ୟ ସିପୁନ ସାହୁ ଙ୍କୁ ଜୀବନ ରେ ମାରିଦେବାକୁ ଧମକ ଦେଇଛନ୍ତି ଜଣେ ବ୍ୟକ୍ତି । କାରଣ ଟି ମୋୖତ୍ରି କମ୍ପାନୀ ରେ ଜମି ହରା ପ୍ରଜା ଆନ୍ଦୋଳନ କରିଥିବା ବେଳେ ଖବର ସଂଗ୍ରହ କରିବାକୁ ଯାଇଥିଲେ । ସେହି ସମୟରେ ବ୍ରାହ୍ମଣ ବିଲ ଗ୍ରାମର କୈଳାସ ସାହୁ ନାମକ ବ୍ୟକ୍ତି , ସିପୁନ ସାହୁଙ୍କୁ ଅଟକାଇ ଖଣି ଭିତରୁ ଯିବାପାଇଁ ବାରଣ କରିଥିଲେ । ତେବେ ଖବର ସଂଗ୍ରହ କରୁଥିବା ସମୟରେ ତାଙ୍କ ମୋବାଇଲ କୁ ଛଡାଇ ନେଲେ । ଏହି ବିଷୟ କୁ ନେଇ ସଙ୍ଘର କିଛି ସଭ୍ୟ ପ୍ରତିକ୍ରିୟା ରଖିବା ସହ ସିପୁନ ସାହୁ ନିଶା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *