ଆମ ରିପୋଟରଜିଲ୍ଲାଯାଜପୁରରାଜ୍ୟ

ସୁକିନ୍ଦା ରେଳପଥ ରେ ଆଜି ପ୍ରଥମ ଥର ପାଇଁ ଗଡିଲା ଟ୍ରେନ ଇଞ୍ଜିନ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା – ଅନୁଗୁଳ ରେଳପଥ ରେ ଆଜି ପ୍ରଥମ ଥର ପାଇଁ ଟ୍ରେନ ଇଞ୍ଜିନ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ରେ ସାଇକେଲେ ଚୋରି ମାମଲାରେ ଅଭିଯୁକ୍ତକୁ ୩ ମାସ କାରାଦଣ୍ଡ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ରେ ସାଇକେଲେ ଚୋରି ମାମଲାରେ ଅଭିଯୁକ୍ତକୁ ୩ ମାସ କାରାଦଣ୍ଡ ! ଜୈନିକ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଚିଲିକାରେ ପୁଣି ମାତିଲେ ପକ୍ଷୀ ଶିକାରୀ – ତିନୋଟି ମୃତ ପକ୍ଷୀ ସମେତ ବନ୍ଧୁକ ଜବତ : ଶିକାରୀ ଗିରଫ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ମରାଳ ମାଳୀନି ନୀଳାମ୍ବୁ ଚିଲିକା ଏବେ ଦେଶୀ – ବିଦେଶୀ ପକ୍ଷୀଙ୍କ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଜିନ୍ଦଲ କମ୍ପାନୀର ମନମୁଖୀ କାର୍ଯ୍ୟ ଯୋଗୁଁ ଚାଲିଗଲା ଜୀବନ !!!

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ପରାବିଲ ଗ୍ରାମର ଦୁଷ୍ମନ୍ତ ପ୍ରଧାନଙ୍କର ଦୁର୍ଘଟଣାରେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଖବର ପ୍ରସାରଣ ପରେ ସୁଧୁରୁଛି ସ୍ଥିତି : ଅସହାୟଙ୍କ ପାଖରେ ପହଞ୍ଚିଲେ ବର୍ଷା ଫାଉଣ୍ଡେସନ ର ସଦସ୍ୟ !!!

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ଆମେ କିଛିଦିନ ତଳେ ଆମ ଚ୍ୟାନେଲ ମାଧ୍ୟମରେ ବେଗୁନିଆ ବ୍ଲକ ଦୁର୍ଗାପୁର ଗ୍ରାମ ପଞ୍ଚାୟତ…