ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ମିଡ଼ିଆ କୁ କହି ସେ ନିୟୁଜ ଡିଲିଟ କର : ନହଲେ ତମ ସ୍ୱାମୀ ସ୍ତ୍ରୀ ଙ୍କୁ ବାନ୍ଧିବୁ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଚାକିରୀ କରାଇଦେବେ କହି ଠକିଥିଲେ ! ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଏବଂ ପୁଲିସ…

ଆମ ରିପୋଟରଦେଶବିଦେଶମୁଖ୍ୟ ଖବରରାଜ୍ୟ

ଇପିଏଫ ପେନସନ ବୃଦ୍ଧି ଦାବୀରେ ସଂସଦ ଭବନ ଗାନ୍ଧୀ ମୂର୍ତ୍ତୀ ତଳେ ବାମ ଦଳ ସାଂସଦଙ୍କ ବିକ୍ଷୋଭ !!!

ନୂଆଦିଲ୍ଲୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଇପିଏଫ ପେନସନ ଭୋଗୀ ବରିଷ୍ଠ ନାଗରିକ ମାନଙ୍କୁ ସର୍ବନିମ୍ନ ମାସିକ ୯୦୦୦ ଟଙ୍କା ପେନସନ…

ଆମ ରିପୋଟରଜିଲ୍ଲାଯାଜପୁର

ସୁକିନ୍ଦା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ପାଳିତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ନିଳାମ୍ବୁ ମହୋତ୍ସବ ୨୦୨୩ ଆୟୋଜିତ !!!

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ଟାଙ୍ଗୀ ବଳରାମ ଦେବଙ୍କ ବିଦ୍ୟାପିଠ…

ଆମ ରିପୋଟରଜିଲ୍ଲାନୟାଗଡ

ବଢୁଛି ସ୍ୱେଚ୍ଛାଚାରିତା : ଗଣିଆ ତହସିଲ କର୍ମଚାରୀ ଙ୍କୁ ବଦଳି ଦାବି !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଗଣିଆ ତହସିଲ ଅଫିସ ରେ ଦୀର୍ଘ ୧୦ ବର୍ଷ ଧରି ଗୌରହରି ମାଝୀ –…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ମହିଳା ଙ୍କ ଜୀବନ !!!

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ସନ୍ଧ୍ୟା ସମୟରେ ରାସ୍ତା କଡ଼ରେ ଥିବା ପୋଖରୀ ରୁ ଗାଧୋଇ ସାରି ଘରକୁ ଫେରିବା…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବିବାହିତା ମହିଳାଙ୍କ ଅଶ୍ଳୀଳ ଫଟୋ , ଭିଡିଓ ଭାଇରାଲ କରି ଯୁବକ ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିବାହିତା ମହିଳାଙ୍କ ଅଶ୍ଳୀଳ ଫଟୋ , ଭିଡିଓ ଭାଇରାଲ କରି ଯୁବକ ଗିରଫ !…