ଦାନଗଦି ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ଯାଜପୁର ଜିଲ୍ଲା ଦାନଗଦି ମଦ ବାର ନିକଟରେ ଘଟିଛି ଅଘଟଣ ! ଅଜଣା ଦୁର୍ବୁତ୍ତ ଦ୍ୱାରା ଜଣେ ଲୋକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ! ଧାରୁଆ ଅସ୍ତ୍ରରେ ହାଣି ଘଟଣାସ୍ଥଳରୁ ପଳାଇ ଯାଇଛି ଦୁର୍ବୁତ୍ତ l ଖବର ପାଇ ଘଟଣା ସ୍ଥଳରେ ଦାନଗଦି ଫାଣ୍ଡି ଅଧିକାରୀ ପହଁଚି ଆହତ ବ୍ୟକ୍ତି ଙ୍କୁ ଦାନଗଦି ମେଡିକାଲ କୁ ପଠାଇ ତଦନ୍ତ ଜାରି ରଖିଛନ୍ତି !
ବାର ପାଖରେ ଧାରୁଆ ଅସ୍ତ୍ରରେ ଆକ୍ରମଣ !!!

