ଆଲୁଦମ ବ୍ୟବସାୟୀ ଙ୍କୁ ନକଲି ନୋଟ ଦେଇ ଠକି ଚାଲିଗଲେ ଦୁର୍ବୁତ୍ତ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଗହଳିର ଫାଇଦା ନେଇ ଆଖିରେ ଆଙ୍ଗୁଠି ଗେଞ୍ଜି ନକଲି ନୋଟ ଦେଇ ଛୁ ମାରିଲେ ଦୁର୍ବୁତ୍ତ ! କଟକ ସହରରେ ନକଲି ନୋଟ, ସହର ର ଆଲୁଦମ ବ୍ୟବସାୟୀ ଙ୍କୁ ନକଲି ନୋଟ ଦେଇ ଠକି ଚାଲିଗଲେ ଦୁର୍ବୁତ୍ତ ! ଭିଡର ଫାଇଦା ନେଉଛନ୍ତି ନକଲି ନୋଟ ଅପରାଧୀ, ବିଡାନାସି ବନ୍ଧ ଉପରେ ଆଳୁଦମ ଦହିବରା ଖାଇ ନକଲି ନୋଟ ଦେଇ ଫେରାର ଘଟଣାକୁ ନେଇ ଜୋର ଧରିଛି ଆଲୋଚନା !

Leave a Reply

Your email address will not be published. Required fields are marked *