ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ୍ ବିଶ୍ଵବିଦ୍ୟାଳୟ ପକ୍ଷରୁ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ । ଆୟୋଜିତ ସମ୍ମିଳନୀରେ ସେଞ୍ଚୁରିଆନ୍ ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ଡ. ଅନିତା ପାତ୍ର, Administrative Director ଡ. ଦୁର୍ଗା ପାଢ଼ୀ, ଜେନେରାଲ ମ୍ୟାନେଜର ଏସ . ଫାଲଗୁନ ରାଓ , Placement cell Director ପ୍ରଫେସର କାମେଶ୍ୱର ରାଓ , ଡ. ପ୍ରଫୁଲ୍ଲ ପଣ୍ଡା ପ୍ରମୁଖ ଯୋଗ ଦେଇ ବିଶ୍ଵବିଦ୍ୟାଳୟର ପାଠ୍ୟକ୍ରମ ଓ ଜୀବନ ଶୈଳୀ ଶିକ୍ଷା ପ୍ରଦାନ ବିଷୟରେ କହିଥିଲେ । ଏଥିସହ ଅଭିଭାବକ ମାନଙ୍କ ଭୂମିକା ବିଷୟରେ ଏବଂ ପିଲାମାନେ କିପରି ପଡୁଛନ୍ତି ଓ ଅନ୍ୟାନ୍ୟ ସୁବିଧା ଅସୁବିଧା ବିଷୟରେ ଆଲଚନା ହୋଇଥିଲା । କୌଣସି କ୍ଷେତ୍ରରେ ଆସୁବିଧା ମୋନେ କଲେ ଶ୍ରେଣୀ ଶିକ୍ଷକ କିମ୍ବା ବିଶ୍ଵବିଦ୍ୟାଳୟ କୋତୃପଖଙ୍କ ଦୃଷ୍ଟିଗଚର କରିବା । ଆବଶ୍ୟକ ବୋଲି କହିଥିଲେ । ୟେଥିରେ ଅଭିଭାବକମାନେ ବିଭିନ୍ନ ସମସ୍ୟା ବିଷୟରେ ପଚାରିଥିଲେ । ୟେହି କାର୍ଯ୍ୟକ୍ରମକୁ ବିଶ୍ଵବିଦ୍ୟାଳୟର ଫାଲଗୁନ ରାଓ ବାବୁ ଓ ଦୁର୍ଗା ପାଢ଼ୀ ବାବୁ ପରିଚାଳନା କରିଥିଲେ।