ଶିମିଳିପୁର ଜାଗର ମହୋତ୍ସବ ଉଦଯାପନୀ ସନ୍ଧ୍ୟାରେ ଦୁଇ ସାମ୍ବାଦିକ ସମ୍ବର୍ଦ୍ଧିତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଶିମିଳିପୁର ଜାଗର ମହୋତ୍ସବର ଉଦଯାପନୀ କାର୍ଯ୍ୟକ୍ରମରେ ଦୁଇ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ! ନକ୍ଷତ୍ର ନ୍ୟୁଜ ର କଟକ ଗ୍ରାମାଞ୍ଚଳ ପ୍ରତିନିଧି ମନୋଜ କୁମାର ଦଳେଇ ଏବଂ ଆୱାଜ ମିଡ଼ିଆ ର କଟକ ଜିଲ୍ଲା ପ୍ରତିନିଧି ଅମ୍ରିତା ପଟ୍ଟନାୟକଙ୍କୁ ସେମାନଙ୍କର ନିରପେକ୍ଷ ନିରବଛିନ୍ନ ଖବର ପରିବେଷଣ ପାଇଁ ଆୟୋଜକ କମିଟି ତରଫରୁ ଉତ୍ତରୀୟ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି !

Leave a Reply

Your email address will not be published. Required fields are marked *