ବାପା ମା ସେବାଶ୍ରମରେ ବିବାହ ବାର୍ଷିକ ପାଳନ କଲେ ଦମ୍ପତ୍ତି !!!

Spread the love

ଜଟଣୀ ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ଜଟଣୀ ବେଣାପଞ୍ଜୁରୀ ପଂଚାୟତ ର ରାଣୀପୁରୁ ଠାରେ ଥିବା ବାପା ମା ସେବାଶ୍ରମ କୁ ସମାଜସେବୀ ବିବେକାନନ୍ଦ ଏବଂ ଧର୍ମ ପତ୍ନୀ ପ୍ରଭାତୀ ବିବାହ ବାର୍ଷିକ ପାଳନ କରିବା ପାଇଁ ପହଂଚିଥିଲେ ! ବାପା ମା ବୃଦ୍ଧାଶ୍ରମ ର ପ୍ରତିଷ୍ଠାତା ଗୌତମ ମହାରଣା , ସମାଜସେବୀ ବିବେକାନନ୍ଦ ଙ୍କୁ ସ୍ୱlଗତ ଜଣାଇଥିଲେ ! ଵୃଦ୍ଧାଶ୍ରମରେ ଥିବା ମଉସା ମାଉସୀ ମାନଙ୍କ ସହିତ ବିବାହ ବାର୍ଷିକ ପାଳନ କରିବା ସହିତ ସେମାନଙ୍କ ର ଭଲ ମନ୍ଦ ଏବଂ ଖାଇବା ପିଇବା ବିଷୟ ରେ ପଚାରି ବୁଝିଥିଲେ ! କୌଣସି ବୃଦ୍ଧ ବୃଦ୍ଧା ପରିସ୍ଥିତିରେ ପଡି ଏହି ଭଳି ସ୍ଥାନକୁ ନଆସନ୍ତୁ ବୋଲି ପ୍ରାର୍ଥନା କରିଥିଲେ !

Leave a Reply

Your email address will not be published. Required fields are marked *