ପଦ୍ମାବତୀ ରେ ଧୁମଧାମରେ ପାଳିତ ହେଲା ଝାମୁଯାତ୍ରା !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ପଦ୍ମାବତୀ ଠାରେ ମା କାମନା ମନ୍ଦିର ପ୍ରାଙ୍ଗଣ ରେ ଧୁମ୍ ଧାମ୍ ରେ ଝାମୁ ଯାତ୍ରା ପାଳନ ହୋଇଯାଇଛି ! 30 ଜଣ ଦଣ୍ଡୁଆ ଙ୍କୁ ନେଇ ଝାମୁ ଯାତ୍ରା ପାଳନ ହୋଇଥିଲା ! ଏଥିରେ ପଦ୍ମାବତୀ ର ଅଷ୍ଟାଙ୍ଗ ଗ୍ରୁପ ସମସ୍ତ ପ୍ରକାର ସହଯୋଗ କରିଥିଲେ ଏବଂ ଜନ ସମାଗମ କୁ ଦେଖି ଏକ ଜଳଛତ୍ର ର ଆୟୋଜନ କରିଥିଲେ !

Leave a Reply

Your email address will not be published. Required fields are marked *