ପୁରୀ – ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ ର ଟ୍ରାଏଲ ରନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ବତୀ ନାୟକ : ଗଡ଼ିଲା ପୁରୀ ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ ! ସକାଳ 6.10 ରେ ହାୱଡା ରୁ ଯାତ୍ରା ଆରମ୍ଭ କରିଥିଲା ଟ୍ରେନ ! ଭୁବନେଶ୍ୱର ଦେଇ ଦିନ 12.35 ରେ ପୁରୀରେ ପହଞ୍ଚିଥିଲା ! ପୁରୀ ରୁ ଦିନ 1.50 ରେ ହାୱଡା ଅଭିମୁଖେ ବାହାରିଥିବା ସମୟରେ ରାତି 8.30 ରେ ହାୱଡା ରେ ପହଞ୍ଚିବା ନେଇ ସୂଚନା ରହିଛି ! ପୁରୀ ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ ର ଟ୍ରାଏଲ ରନ ଆରମ୍ଭ ହୋଇଥିବା ସ୍ଥଳେ ପୁରୀ ରୁ ହାୱଡା ମାତ୍ର 6 ଘଣ୍ଟା 25 ମିନିଟ ସମୟ ଲାଗିବ !

Leave a Reply

Your email address will not be published. Required fields are marked *