ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାବା ରାମେଶ୍ୱର ଙ୍କ ପୀଠରେ ବଡକୁଳ ମଣ୍ଡଳ କାର୍ଯ୍ୟକାରଣୀ ବୈଠକ ଅନୁଷ୍ଠିତ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବଡକୁଳ ମଣ୍ଡଳ ବିଜେପି କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ ହୋଇଯାଇଛି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାପୁରୀରାଜ୍ୟସ୍ମାର୍ଟ ସିଟି

ପୁରୀ ଜିଲ୍ଲାପାଳଙ୍କୁ ଭେଟିବେ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ସଦସ୍ୟ !!!

ଭୁବନେଶ୍ୱର ( ଆୱା ଅଯ ମିଡ଼ିଆ ) – ଶାଶ୍ଵତୀ ନାୟକ : ରଥଯାତ୍ରା କାର୍ଯ୍ୟକ୍ରମ ପ୍ରସାରଣ କରିବା ପାଇଁ ଅନୁମତି ସମ୍ପର୍କରେ ଓଡିଶା ଡିଜିଟାଲ ମହାସଂଘ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

କାହା ସ୍ୱାର୍ଥରେ ବଡକୁଳ ପାନ୍ଥନିବାସରେ ଥିବା ଚିଲଡ୍ରେନ ପାର୍କ ???

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ନିକଟସ୍ଥ ବଡକୁଳ ପାନ୍ଥନିବାସ ଏକ ଓଡିଶା ର ମୁଖ୍ୟ ପର୍ଯ୍ୟଟନସ୍ଥଳ…

ଆମ ରିପୋଟରକଟକଜିଲ୍ଲା

ଓଡିଶା କମ୍ପ୍ୟୁଟର ଏକାଡେମୀର ବାର୍ଷିକ ଉତ୍ସବ ପାଳନ ଅବସରରେ ମେଗା ରକ୍ତଦାନ ଶିବିର !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଓଡିଶା କମ୍ପ୍ୟୁଟର ଏକାଡେମୀର ବାର୍ଷିକ ଉତ୍ସବ ପାଳନ ଅବସରରେ ଏକ ମେଗା ରକ୍ତଦାନ ଶିବିର…

ଆମ ରିପୋଟରକନ୍ଧମାଳଜିଲ୍ଲା

ବାଲିଗୁଡ଼ାରେ ବାଘ ଆତଙ୍କ ନେଇ ଗୁଜବ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବାଲିଗୁଡ଼ା ବନାଞ୍ଚଳରେ ବାଘ ଆତଙ୍କ ଗୁଜବ ସୃଷ୍ଟି…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଙ୍କୁ ଓଡିଶା ଡିଜିଟାଲ ମହାସଂଘ ତରଫରୁ ସ୍ମାରକପତ୍ର !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜ୍ୟ ସରକାର ଶାସନ ବ୍ୟବସ୍ଥାରେ ଡିଜିଟାଲ ପଦ୍ଧତିକୁ ଗୁରୁତ୍ୱ ପ୍ରଦାନ କରୁଥିବା ସମୟରେ ସମଗ୍ର…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଗଣଧାରଣା !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

ଆମ ରିପୋଟରକଟକଜିଲ୍ଲା

ବାଙ୍କୀ ରେ ପ୍ରତିବାଦ , ବିକ୍ଷୋଭର ନୂଆ ତରିକା : ଅଘୋଷିତ ବିଦ୍ୟୁତ କାଟ କୁ ପ୍ରତିବାଦ କରି ଶକ୍ତିମନ୍ତ୍ରୀ ଙ୍କୁ ଲଣ୍ଠନ ଉପହାର !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଅଘୋଷିତ ବିଦ୍ୟୁତ କାଟ କୁ ନେଇ ନିଆରା ପ୍ରତିବାଦ ! ଯୁବ ସମାଜସେବୀ ଙ୍କ…

ଆମ ରିପୋଟରଜିଲ୍ଲାରାୟଗଡା

ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ବାରା ଆଇନ୍ ସଚେତନତା କାର୍ଯ୍ୟକ୍ରମ !!!

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ଜିଲ୍ଲା ରେ ଦିବ୍ୟାଙ୍ଗ ମାନଙ୍କ ପାଇ ଏକ ସପ୍ତାହ ବ୍ୟାପି ସଚେତନତା ଅଭିଯାନ…

ଆମ ରିପୋଟରକଟକଜିଲ୍ଲା

ବାଙ୍କୀ ମିଡ଼ିଆ ରେ ବଢୁଛି ଚାନ୍ଦାଜୀବୀଙ୍କ ଦୌରାତ୍ମ୍ୟ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବେକରେ ଜଣାଶୁଣା ଗଣମାଧ୍ୟମର ନକଲି ପରିଚୟ ପତ୍ର ! ହାତରେ କମ୍ପାନୀ ଲୋଗୋ ଲାଗିଥିବା…