ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଜରହରିପଦା ରାସ୍ତାରେ ଦେଖିବାକୁ ମିଳିଛି ଏକ ଦୁର୍ଲଭ ଓ ସୁନ୍ଦର ମୟୂର ! ଆଜି ଭାପୁର ବ୍ଲକ ବସନ୍ତପୁରା ଗ୍ରାମ ନିକଟସ୍ଥ ଜରହରି ପଦା ରାସ୍ତାରେ ଦେଖିବାକୁ ମିଳିଛି ଏକ ଦୁର୍ଲଭ ଓ ସୁନ୍ଦର ମୟୂର ! ଏହା କେଉଁଠୁ ଉଡ଼ି ଆସିଚି ନା ସ୍ଥାନୀୟ କିଏ ପୋଷି ରଖିଚି ଏହା ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଦେଖିବାକୁ ବାକି ରହିଲା ନବ ବିଭାଗ ଙ୍କ ଦୃଷ୍ଟି କେବେ ପଡ଼ୁଚି ଏହି ଦୃଶ୍ୟ ଉପରେ ।

