ରାତି ୪ ରୁ ଡାକଘର ଆଗରେ ଲମ୍ବା ଲାଇନ !!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଦେଶରେ ରାସନ ରୁ ପ୍ରଶାସନ ପର୍ଯ୍ୟନ୍ତ ସବୁ ଡିଜିଟାଲ . ହେଲେ ଆଧାର କାର୍ଡ ରେ ମୋବାଇଲ୍ ନମ୍ବର ଲିଙ୍କ୍ ପାଇଁ ରାତି ୪ ରୁ ଲାଗୁଛି ଲମ୍ବା ଲାଇନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭାପୁର ବ୍ଲକ ପଦ୍ମାବତୀ ଗ୍ରାମରେ । ଏପରିକି ଲୋକେ ନିଜ ଜାଗା ରେ ଇଟା ପଥର ରଖି ଧାଡିରେ ଜାଗା ଜଗୁଥିବାର ଦେଖାଯାଇଛି . କିଛି ଲୋକ ଆବଶ୍ୟକତା ପାଇଁ ମୋବାଇଲ ନମ୍ବର ଲିଙ୍କ କରୁଥିବା ସ୍ଥଳେ ଆଉ କିଛି ଲୋକ ନମ୍ବର ଲିଙ୍କ କଲେ ଆକାଉଣ୍ଟ କୁ ଟଙ୍କା ଆସିବ ବୋଲି ଗୁଜବର ଶୀକାର ହୋଇଛନ୍ତି .

Leave a Reply

Your email address will not be published. Required fields are marked *