ଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଅଜଗର ସାପ ଶିକାର ଅଭିଯୋଗରେ ଜଣେ ଗିରଫ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ବନଖଣ୍ଡ ଅଞ୍ଚଳରେ ବଢ଼ିବାରେ ଲାଗିଛି ଅବାଧ ପଶୁ ଶୀକାର . ତେବେ ବନ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ପୁଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢାଉ : ୩ ହଜାର ଲିଟର ମଦ ପୋଚ ଜବତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପୁଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢାଉ , ୩ ହଜାର ଲିଟର ମଦ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ରାଜ୍ୟ ସମାଜ ମଙ୍ଗଳ ହୁଣ୍ଡିର ବନ୍ଧୁ ମିଳନ କାର୍ଯ୍ୟକ୍ରମ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଅସହାୟ କର୍କଟ ପୀଡିତଙ୍କ ସହାୟତା ପାଇଁ ପ୍ରତିଷ୍ଠା କରାଯାଇଥିବା ସମାଜମଙ୍ଗଳ ହୁଣ୍ଡିର ଏକ ବନ୍ଧୁ…

ଆମ ରିପୋଟରଜିଲ୍ଲାଦେଶବିଦେଶନୟାଗଡମୁଖ୍ୟ ଖବରରାଜ୍ୟ

କେବଳ ସାଇନ ବୋର୍ଡ ରେ ସିମୀତ – “ବେଟି ବଚାଓ ବେଟି ପଢ଼ାଓ” ସ୍ଲୋଗାନ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : କେହି ବାସହୀନ ରହିବେ ନାହିଁ , ବେଟି ବଞ୍ଚାଅ ବେଟି ପଢାଅ . ଏପରି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଇକକୁ ପଛ ପଟୁ ଧକ୍କା ଦେଲା ଟ୍ରକ : ଯୁବକ ଗୁରୁତର !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ପଥରବନ୍ଧ ନିକଟରେ ଏକ ମର୍ମନ୍ତୁଦ…

ଆମ ରିପୋଟରଗଜପତିଜିଲ୍ଲା

ସ୍ନାତକ ମହିଳା ମହାବିଦ୍ୟାଳୟରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଏନ.ଏସ.ଏସ…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ବ୍ୟାଙ୍କ ଆଗରୁ ଗାଡି ଡିକି ଭାଙ୍ଗି ଟଙ୍କା ଲୁଟ !!!

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଭାପୁର ଅଞ୍ଚଳରେ ସକ୍ରିୟ ହୋଇ ଉଠିଛନ୍ତି ଲୁଟେରା . ଇଣ୍ଡିଆନ୍ ଓଭରସିଜ୍‌ ବ୍ୟାଙ୍କ ଆଗରୁ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ସୁକିନ୍ଦା ଜଗନ୍ନାଥ ମନ୍ଦିରରୁ ଚୋରି : ସ୍ଥାନୀୟ ପୋଲିସର ତଦନ୍ତ ଜାରି ।

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ଚୋରୀ . ସୁକିନ୍ଦା ରାଜସ୍ୱ ବିଭାଗ ଅଧୀନରେ ଥିବା…

ଅପରାଧଆମ ରିପୋଟରକଟକଜିଲ୍ଲାରାଜ୍ୟ

ତାଳବସ୍ତ ଅଞ୍ଚଳରେ ଧଳା ଜହର ମାଫିଆ ସକ୍ରିୟ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ତାଳବସ୍ତ ଅଞ୍ଚଳରେ ସକ୍ରିୟ ହେଲେଣି ଧଳା ଜହର ମାଫିଆ . ଖୋର୍ଦ୍ଧା ଗୁରୁଜଙ୍ଗ…