Breaking newsଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟ

ମା ଚର୍ଚ୍ଚିକା ସାମ୍ବାଦିକ ସଂଘ ତରଫରୁ ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସ ଙ୍କୁ ଶ୍ରଦ୍ଧା ସୁମନ ।

ବାଙ୍କୀ ( ଆୱାଜ ମିଡିଆ ) – ଅନନ୍ତ ରଣା : ମୁଣ୍ଡଳୀ ମହାନଦୀ ବ୍ୟାରେଜ ରେ ହାତୀ ଉଦ୍ଧାର ସମୟରେ ଘଟିଥିବା ଦୁର୍ଘଟଣାରେ ମୃତ୍ୟୁ ବରଣ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାରହା ଶିକାର କରି ଗିରଫ ହେଲେ ଦୁଇ ଶିକାରୀ : ମୃତ ବାରହା ଜବତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାରହା ଶିକାର କରି ଦୁଇ ଶିକାରୀ ଗିରଫ ହୋଇଛନ୍ତି । ସୂଚନା ମୁତାବକ ଆଜି…

ଆମ ରିପୋଟରଜିଲ୍ଲାନୟାଗଡ

ଆଶାକର୍ମୀ ମାନଙ୍କର ସ୍ୱତନ୍ତ୍ର ତାଲିମ ଶିବିର ଉଦଘାଟିତ !!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଆଶାକର୍ମୀ ମାନଙ୍କର ଉନ୍ନତି ଓ କାର୍ଯ୍ୟ…

ଆମ ରିପୋଟରକଟକଜିଲ୍ଲା

କମିଶନରେଟ୍ ପୁଲିସ କଟକ ରେଲୱେ ପ୍ରିପେଡ ଅଟୋ ଆସୋସିଏସନର ଶାନ୍ତିପୂର୍ଣ୍ଣ ମହମବତୀ ଶୋଭାଯାତ୍ରା !!

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ଓଟିଭି ଚିଫ ରିପୋର୍ଟର ଅରିନ୍ଦମଙ୍କ ଅକାଳ ବିୟୋଗରେ କମିଶନରେଟ୍ ପୁଲିସ କଟକ ରେଲୱେ ପ୍ରିପେଡ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବ୍ରାଉନସୁଗାର ଜବତ କଲା ଟାଙ୍ଗୀ ଅବକାରୀ ବିଭାଗ : ଅଭିଯୁକ୍ତ ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଟାଙ୍ଗୀ ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି । ବ୍ରାଉନସୁଗାର ସହ ଜଣେ ବ୍ୟକ୍ତିଙ୍କୁ…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

ମାରୁତିସେନା ତରଫରୁ ବୃକ୍ଷରୋପଣ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ସାମାଜିକ ସଂଗଠନ ମାରୁତି ସେନା ତରଫରୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କନ୍ତାରିପାଟ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ପାର୍କ ବଜାର ଗଜଲକ୍ଷ୍ମୀ ପୂଜା ପ୍ରସ୍ତୁତି ବୈଠକ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଲକ୍ଷ୍ମୀପୂଜା ପାଇଁ ସମଗ୍ର ଓଡ଼ିଶାରେ ନିଜର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ବାଣପୁର ପାର୍କ…