ଆମ ରିପୋଟରକଟକଜିଲ୍ଲା

ବାଙ୍କୀ ରେ କୃଷକ ଉତ୍ପାଦକ ସଂଘ କର୍ମଶାଳା !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଡିଟୋରିୟମ ରେ କୃଷକ ଉତ୍ପାଦକ କର୍ମଶାଳା ଆୟୋଜିତ ହୋଇଯାଇଛି…

ଆମ ରିପୋଟରଜିଲ୍ଲାଭଦ୍ରକରାଜ୍ୟ

୫୩୧ତମ ଦିବସରେ ପହଞ୍ଚିଲା କରୋନା ସଚେତନତା ଏବଂ ରିଲିଫ ପ୍ରଦାନ କାର୍ଯ୍ୟକ୍ରମ ।

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନା ସଂକ୍ରମଣ ପରିସ୍ଥିତିରେ ନିରବଚ୍ଛିନ୍ନ ଭାବରେ ସେବା କାର୍ଯ୍ୟ ଜାରି ରଖିଛି ସାମାଜିକ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଡକାୟତି ପାଇଁ ଯୋଜନା କରୁଥିବା ବେଳେ ମାଡି ବସିଲା ପୁଲିସ : ୬ ଗିରଫ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ନିକଟସ୍ଥ ତରତୁଆ ୟୁପି ସ୍କୁଲ ପଛ ପଟରେ ଥିବା ଏକ ପରିତ୍ୟକ୍ତ ଘରେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ପ୍ରହସନ ପାଲଟିଛି ସ୍ୱଚ୍ଛତା ମିଶନ : ମଝି ରାସ୍ତାରେ ଜମୁଛି କୁଢ଼ କୁଢ଼ ଅଳିଆ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସ୍ୱଚ୍ଛତାର ନାରା ପାଲଟିଛି ପ୍ରହସନ , ଖୋର୍ଦ୍ଧା ଜିଲ୍ଲା ବାଣପୁର ପଲଟନ ପଡ଼ିଆ ମୁଖ୍ୟ…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

ଗିରିରାଜ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଭାରତ ଅମୃତ ମହୋତ୍ସବ “ଫିଟ ଇଣ୍ଡିଆ ଫ୍ରିଡ଼ମ ରନ” ଆୟୋଜିତ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ନେହୁରୁ ଯୁବ କେନ୍ଦ୍ର ଢେଙ୍କାନାଳ ଏବଂ ଗିରିରାଜ ସ୍ୱେଚ୍ଛାସେବୀ ଅନୁଷ୍ଠାନ ର ମିଳିତ ସହଯୋଗରେ…

ଆମ ରିପୋଟରଜିଲ୍ଲାଯାଜପୁର

ଯାଜପୁର ଜିଲ୍ଲା ରୁ ପୁଣି ଆସିଲା ବିକାଶ ର ବିକଳ ଚିତ୍ର ।

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ବିକାଶ ପାଇଁ ଯୋଜନା ପରେ ଯୋଜନା , ଘୋଷଣା ପରେ…

ଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଜଙ୍ଗଲରେ ଶିକାର କରୁଥିବା ସମୟରେ ୨ ଶିକାରୀ ଗିରଫ !!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଜଙ୍ଗଲରେ ଶିକାର କରୁଥିବା ସମୟରେ ୨ ଶିକାରୀ ଗିରଫ . ଢେଙ୍କାନାଳ ରେଞ୍ଜ ର…

ଆମ ରିପୋଟରଗଜପତିଜିଲ୍ଲା

ପାଖେଇ ଆସିଲା ଗଣେଶ ପୂଜା : ମୂର୍ତ୍ତୀ କାରିଗରଙ୍କୁ ଫୁରସତ ନାହିଁ

ମାଟିମୂର୍ତ୍ତି ଅପେକ୍ଷା ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତିର ଚାହିଦା ବୃଦ୍ଧି ପାଇଛି ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାଖେଇ ଆସିଲା…