ତିନି ଦିନ ଧରି ମହା ସମାରୋହରେ ପଦ୍ମାବତୀ ଗ୍ରାମ ଦେବତୀ ମା ଆଦିମାତା ଙ୍କର ପ୍ରତିଷ୍ଠା ଉତ୍ସବ ଆୟୋଜିତ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ତିନି ଦିନ ଧରି ମହା ସମାରୋହରେ ପଦ୍ମାବତୀ ଗ୍ରାମ ଦେବତୀ ମା ଆଦିମାତା ଙ୍କର ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି ! ମହା ସମାରୋହରେ ମା କାମନା ଠାକୁରାଣୀ ଯୁବକ ଗୋଷ୍ଠୀ ମାନଙ୍କ ଦ୍ଵାରା ପାଳିତ ହୋଇଯାଇଛି ଏହି ଉତ୍ସବ ! ପୂର୍ଣ୍ଣାହୁତି ଦିବସ ରେ ଅନ୍ନ ଛତ୍ର ର ଆୟୋଜନ କରା ଯାଇଥିଲା ! ଏଥିରେ ପଦ୍ମାବତୀ ର ଅଷ୍ଟାଙ୍ଗ ଗ୍ରୁପ ସମସ୍ତ ପ୍ରକାର ସହଯୋଗ କରିଥିଲେ !

Leave a Reply

Your email address will not be published. Required fields are marked *