ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଗୌରୀ ଦେବୀଙ୍କୁ ଶ୍ରଦ୍ଧାଞ୍ଜଳୀ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଧର୍ମପ୍ରାଣା ମହିଳା ସ୍ୱର୍ଗତା ଗୌରୀ ଦେବୀଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଆୟୋଜିତ ! ରାଜଧାନୀ ରସୁଲଗଡ ଅଞ୍ଚଳର ସାମନ୍ତରା ସାହି ନିବାସୀ ବରିଷ୍ଠ ନାଗରିକ କେଦାରନାଥ ସାମନ୍ତରା ଙ୍କ ଧର୍ମପତ୍ନୀ ସ୍ୱର୍ଗତା ଗୌରୀ ଦେବୀଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ରେ ବହୁ ବିଶିଷ୍ଟ ବ୍ୟକ୍ତି , ବନ୍ଧୁ ବାନ୍ଧବ ଆତ୍ମୀୟ ସ୍ୱଜନ ଉପସ୍ଥିତ ରହି ସ୍ୱର୍ଗତା ଗୌରୀ ଦେବୀଙ୍କର ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଜଣାଇଥିଲେ !

ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର ଭାଇସ ଚେୟାରମ୍ୟାନ ତଥା ଜ୍ୟୋତିପ୍ରଭା ଚ୍ୟାନେଲ ମାଲିକ ଆଶୁତୋଷ ସାମନ୍ତରା ଙ୍କ ସ୍ଵର୍ଗଗମୀ ମା ଗୌରୀ ସାମନ୍ତରା ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ ପାଇଁ ପହଂଚିଥିଲେ ରାଜ୍ୟ ଡିଜିଟାଲ ମିଡ଼ିଆ ମହାସଂଘର ବହୁ ସଦସ୍ୟ !

Leave a Reply

Your email address will not be published. Required fields are marked *