ରଥପଦା କାଜୁ ଜଙ୍ଗଲ ରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତ ଶରୀର ଉଦ୍ଧାର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ରଥପଦା କାଜୁ ଜଙ୍ଗଲ ରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତ ଶରୀର ଉଦ୍ଧାର ! ଟମକା ଥାନା ନିକଟସ୍ଥ ରଥପଦା ଛକ ନିକଟସ୍ଥ କାଜୁ ଜଙ୍ଗଲରେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଏକ ମୃତ ଶରୀର ପଡିଥିବାର ଦେଖିବାର ମିଳିଛି l ଅଜଣା ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ଆଣି ନିଆଁ ଲଗାଇ ଚାଲି ଯାଇଥିବା ବେଳେ ଆଜି ସକାଳୁ ସ୍ଥାନୀୟ ଲୋକେ ଏହା ଦେଖି ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ଟମକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟା ସନ୍ଦେହ କରି ଘଟଣାର ତଦନ୍ତ ଆରମ୍ଭ କରିଛି !

Leave a Reply

Your email address will not be published. Required fields are marked *