ବାଣପୁର ମା ଭଗବତୀ ଙ୍କ ପୀଠରେ ବାବା ବଳିଆଙ୍କ ପ୍ରାର୍ଥନା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ରେ ଏକ ସମାବେଶରେ କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ମୃତାହତ ହୋଇଥିବା ଲୋକଙ୍କର ଆତ୍ମାର ସଦଗତି ନିମନ୍ତେ ସମୂହ ପାର୍ଥନା ହୋଇଥିଲା ! ମା ଭଗବତୀ ଙ୍କ କୃପାରୁ ସମସ୍ତ ବାଣପୁର ବାସୀ ଶାନ୍ତିରେ ବାସ କରନ୍ତୁ ବୋଲି ବାବା ବଳିଆ ପ୍ରବଚନ ମାଧ୍ୟମରେ ଆଶିଷ ପ୍ରଦାନ କରିଥିଲେ ! ପିତାମାତା ଙ୍କୁ ଭକ୍ତି କରିବା ସହ ବୃକ୍ଷ ରୋପଣ ପ୍ରତି ସମସ୍ତେ ଉଦ୍ୟମ କରିବା ପାଇଁ ଅନୁରୋଧ କରିଥିଲେ ! ଏ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।।

Leave a Reply

Your email address will not be published. Required fields are marked *