ଖରିଫ ୠତୁ ଧାନ ଚାଷ ସକାଶେ ଚାଷି ତଳି ଘରା ସଜାଡିବାରେ ଵ୍ୟସ୍ତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ବର୍ତ୍ତମାନ ଖରିଫ ୠତୁ ଧାନ ଚାଷ ସକାଶେ ଚାଷି ନିଜ ଜମିରେ ଜମିକୁ ଚାଷ କରି ତଳି ଘର କରି ବ୍ୟସ୍ତ ରହିଛି । ପ୍ରଚଣ୍ଡ ରୁଦ୍ର ତାପ ଯୋଗୁଁ ଚାଷି ମୌସୁମୀ ଅପେକ୍ଷାରେ ଜଗି ରହିଛି ! ଆଉ କିଛି ଚାଷି ଜଳ ସେଚିତ ଜାଗାରେ ତଳି ଘରା ପ୍ରସ୍ତୁତି କରି ଧାନ ବିହନ ବୁଣି ସାରିଲାଣି । କିଛି ଚାଷି ରଜ ସଂକ୍ରାନ୍ତି ଓ ବସୁମତୀ ସ୍ନାନ ପରେ ଧାନ ବିହନ ବୁଣିବା ପାଇଁ ପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନ ଚାଷି ମୌସୁମୀର ଆଗମନକୁ ଅପେକ୍ଷା କରି ରହିଛି ।

Leave a Reply

Your email address will not be published. Required fields are marked *