ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ଚିକୁ ଭେରାଇଟି ଷ୍ଟୋରରୁ ଚୋରି : ଥାନାରେ ଅଭିଯୋଗ, ଜଣେ ଗିରଫ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କାଳିଆପାଣି ଥାନା ଅନ୍ତର୍ଗତ ଓଏମସି ମାର୍କେଟ ସ୍ଥିତ ଚିକୁ ଭେରାଇଟି ଷ୍ଟୋରରୁ ଟଙ୍କା ଓ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଚିଲିକାରେ ନୌବିହାର ସାରି ମନ୍ଦିରକୁ ଲେଉଟିଲେ ମା ଭଗବତୀ : ସାମନ୍ତରାୟଙ୍କ ଦୁଆରେ ଲାଗି ହେଲା ଏକ ହଜାର ସରା ଖିରି କାକରା ଭୋଗ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଲଳିତା ସପ୍ତମୀରେ ପୂର୍ବଦିଗକୁ ଯାତ୍ରା କରି ନୀଳାମ୍ବୁ ଚିଲିକାରେ ନୌବିହାର ସହିତ ପୂର୍ବ ଦିଗ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ସବ ରେଜିଷ୍ଟର ଅଫିସ ରେ ଭଙ୍ଗାରୁଜା କରି କର୍ମଚାରୀ ଙ୍କୁ ଆକ୍ରମଣ ପଡ଼ିଲା ମହଙ୍ଗା : ଗିରଫ ହେଲେ ଯୁବକ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ସବ ରେଜିଷ୍ଟର ଅଫିସ ରେ ଭଙ୍ଗାରୁଜା କରି ଅଫିସ କର୍ମଚାରୀ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ହରିପୁର ଗେଟ ପାଖ ମୁଖ୍ୟ ରାସ୍ତାରେ ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁର ଗେଟ ପାଖ ମୁଖ୍ୟ ରାସ୍ତାରେ ରବିବାର ସକାଳ ସମୟରେ…

ଆମ ରିପୋଟରକନ୍ଧମାଳଜିଲ୍ଲା

ସିଆରପିଏଫ ବାଟାଲିୟନ ତରଫରୁ ” ମେରୀ ମିଟି, ମେରା ଦେଶ ” କାର୍ଯ୍ୟକ୍ରମ ଆୟୋଜିତ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ସିଆରପିଏଫ ବାଟାଲିୟନ ତରଫରୁ “ମେରୀ ମାଟି,…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଭୁତକୋଠି ପାଲଟିବକି ସରକାର ଙ୍କ ୯ ଲକ୍ଷ ଟଙ୍କାର ଅଙ୍ଗନୱାଡ଼ି ଗୃହ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତରକିଆରୀ ଗ୍ରାମରେ ଦୀର୍ଘ ୩ ମାସ ହେବ ନୂତନ ଭାବେ…

ଆମ ରିପୋଟରଜିଲ୍ଲାଯାଜପୁର

ଓଡ଼ିଶା ସରକାରଙ୍କ ପକ୍ଷରୁ ଵ୍ଲକ ସ୍ତରୀୟ କଳାକାର ତାଲିମ୍ ଶିବିର !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଓଡ଼ିଶା ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସୁକିନ୍ଦା ବ୍ଲକରେ ବ୍ଲକ…

ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

ଜନ ଜୀବନର ଜ୍ୱଳନ୍ତ ସମସ୍ୟା ନେଇ ୨୭ ସେପ୍ଟେମ୍ବର ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ କରିବ ଏସ୍ ୟୁ ସି ଆଇ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଜନ ଜୀବନର ଜ୍ୱଳନ୍ତ ସମସ୍ୟା ନେଇ ୨୭ ସେପ୍ଟେମ୍ବର ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଗଣେଶ ପୂଜା ଅବସରରେ ଗୋପୀନାଥ ଦେବ ୟୁଥ୍ କ୍ଲବ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବାଲୁଗାଁ ଅଞ୍ଚଳର ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ଓ କ୍ଲବ ପୂଜା ମଣ୍ଡପ ମାନଙ୍କରେ…