ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ କାର୍ଯ୍ୟାଳୟରେ ଜାତୀୟ ପ୍ରେସ ଦିବସ କାର୍ଯ୍ୟକ୍ରମ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭୟମୁକ୍ତ ପରିବେଶ ଏବଂ ଚାପମୁକ୍ତ ମାନସିକତା ରେ ହିଁ ସାମ୍ବାଦିକର କଲମ ନିରପେକ୍ଷ ରହିବ , ଏପରି ବାର୍ତ୍ତାକୁ ସମସ୍ତଙ୍କ ଉଦ୍ଦେଶ୍ୟରେ ପ୍ରଦାନ ପାଇଁ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ କାର୍ଯ୍ୟାଳୟରେ ଜାତୀୟ ପ୍ରେସ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ! ଜୟଦେବ ଭବନ ନିକଟସ୍ଥ ରାଜ୍ୟ କାର୍ଯ୍ୟାଳୟରେ ମହାସଂଘର ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଘର ପ୍ରାୟତଃ ସଦସ୍ୟ ଯୋଗଦାନ କରିଥିଲେ ! ମହାସଂଘର ସଭାପତି ସତ୍ୟଜିତ ମହାପାତ୍ର , ସାଧାରଣ ସମ୍ପାଦକ କାହ୍ନା ନାୟକ , ମିଡ଼ିଆ ସଂଯୋଜକ ସତ୍ୟବ୍ରତ ଦାଶ , ପରିଚାଳନା କମିଟି ସଦସ୍ୟ ତଥା ସମ୍ପାଦକ ବର୍ଷା ଦାସ , କୋଷାଧକ୍ଷ ଅଶ୍ରୁମୋଚନ ନାୟକ , ଉପ ସଭାପତି ବସନ୍ତ ପ୍ରଧାନ , ଚଗଲା ବାଘ ପ୍ରମୂଖ ଉପସ୍ଥିତ ରହି ଜାତୀୟ ପ୍ରେସ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ !

 

Leave a Reply

Your email address will not be published. Required fields are marked *