ସୌମ୍ୟ ରଞ୍ଜନ ସାମନ୍ତରାୟ ପରଲୋକ ରେ ଶୋକ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମାଜସେବା କାମ ଓ ପରୋପକାରି ଭାବେ ବେଶ୍ ପରିଚିତ ସୌମ୍ୟ ରଞ୍ଜନ ସାମନ୍ତରାୟ ଙ୍କ ଅକାଳ ବିୟୋଗ ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମର ଶରୀର ପାଖରେ ପରିବାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ତାଙ୍କ ବିୟୋଗ ରେ ବାସନ୍ତୀ ପବ୍ଲିକ ସେଣ୍ଟର୍ ପକ୍ଷରୁ ଶୋକ ବ୍ୟକ୍ତ କରାଯାଇଛି । ଅଫିସ ର ସମସ୍ତ କର୍ମକର୍ତ୍ତା ମାନେ ୨ ମିନିଟ୍ ର ନୀରବ ପ୍ରାର୍ଥନା ସହ ତାଙ୍କ ସମ୍ମାନ ରେ ସେଇଦିନ ଅଫିସ୍ ର କାମକୁ ବନ୍ଦ କରି ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *