ରବିନାରାୟଣ ପଟ୍ଟନାୟକ ଙ୍କ ଲେଖାକୁ ବିଭିନ୍ନ ମହଲରୁ ପ୍ରଶଂସା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଓଡିଶା ର ଅଗ୍ରଣୀ ଖବର କାଗଜରେ ରବିନାରାୟଣ ପଟ୍ଟନାୟକ ଙ୍କ ପ୍ରକାଶିତ ଲେଖା – ସ୍ରଷ୍ଟା ବିନା ସୃଷ୍ଟି ଯେ କୌଣସି ମୂଲ୍ୟ ନାହିଁ ପ୍ରକାଶ ପାଇଛି । ଏହି ଲେଖା ମାଧ୍ୟମରେ ବାପା ମା ଙ୍କ ଭଲ ପାଇବାକୁ ନିଖୁଣତା ର ସହ ଉପସ୍ଥାପନ କରିଛନ୍ତି ରବିନାରାୟଣ ପଟ୍ଟନାୟକ। ଏହି ଲେଖାକୁ ସବୁ ଶ୍ରେଣୀ ର ଲୋକେ ବେଶ୍ ପସନ୍ଦ କରିଛନ୍ତି ।

Leave a Reply

Your email address will not be published. Required fields are marked *