ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗ୍ରାହକ ହୋଇଯାନ୍ତୁ ସାବଧାନ , ପାରଳା ବଜାରରେ ରଙ୍ଗ ବୋଳା ମଟର ବିକ୍ରି ! ପାରଳାଖେମୁଣ୍ଡି ବଜାର ରେ ଥିବା ବିଭିନ୍ନ ପନିପରିବା ଦୋକାନ ଗୁଡ଼ିକରେ ରଙ୍ଗ ବୋଳା ସବୁଜ ମଟର ବିକ୍ରି ହେଉଥିବାର ଅଭିଯୋଗ ହେଉଛି । ବିଭାଗ ପକ୍ଷରୁ ତୁରନ୍ତ ଯାଞ୍ଚ ସହିତ , ଖାଉଟି ସଚେତନ ହେବା ଆବଶ୍ୟକ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଲେ ରଙ୍ଗ ବୋଳା ସବୁଜ ମଟର ବିକ୍ରୀ ଉପରେ ଅଙ୍କୁଶ ଲାଗି ପାରିବ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି ।
ଗ୍ରାହକ ସାବଧାନ : ପାରଳା ବଜାରରେ ରଙ୍ଗ ବୋଳା ମଟର ବିକ୍ରି !!!

