ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଡ୍ରୋନ କ୍ୟାମେରା ନଜରରେ ଚିଲିକା ରେ ବିଦେଶୀ ଅତିଥି ପକ୍ଷୀ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶୀତ ଋତୁର ଆଗମନରେ ମରାଳ ନୀଳାମ୍ବୁ ଚିଲିକା ରେ ବିଦେଶାଗତ ପକ୍ଷୀ । ଚିଲିକା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ମା, ଭଗବତୀ ମନ୍ଦିର ଉନ୍ନତି କରଣ ନିମନ୍ତେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଙ୍କ ଦ୍ଵାରା ଭିତ୍ତି ପ୍ରସ୍ତର ସ୍ଥାପନ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟ ସରକାରଙ୍କ ଦ୍ଵାରା ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟା ଦେବୀ ମା, ଭଗବତୀ ଙ୍କ…

ଆମ ରିପୋଟରଜିଲ୍ଲାବରଗଡ଼

ପଦ୍ମପୁର ରେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥାନ ନିରୂପଣ ପାଇଁ ଆରଡିସି ଙ୍କ ପଦ୍ମପୁର ଗସ୍ତ !!!

ପଦ୍ମପୁର ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ପଦ୍ମପୁର ରେ ଜିଲ୍ଲାପାଳ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୂପଣ ଉଦ୍ଦେଶ୍ୟରେ ଆରଡିସି ଙ୍କ ପଦ୍ମପୁର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ମା ଗର୍ଭରୁ ଜନ୍ମ ନେଲେ ତିନୋଟି ସନ୍ତାନ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ଏକ ବିରଳ ଘଟଣା ।…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳରାଜନୀତିରାଜ୍ୟ

କୋଇଲା ଖଣି ଅଞ୍ଚଳରେ ବଢି ଚାଲିଛି ପ୍ରଦୂଷଣ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋଇଲା ଖଣି ଦ୍ବାରା ହେଉଥିବା ବାୟୁ ପ୍ରଦୂଷଣକୁ ନେଇ ସଂସଦରେ ଉଦବେଗ । ଉଦବେଗ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ବାଲୁଗାଁ ନାଚୁଣୀ ଥାନା ଅଞ୍ଚଳରେ ଅବକାରୀ ଚଢାଉ : ତିନି ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବାଲୁଗାଁ ନାଚୁଣୀ ଥାନା ଅଞ୍ଚଳରେ ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ…

ଆମ ରିପୋଟରଜିଲ୍ଲାଯାଜପୁର

ଟ୍ରକ ପଛରେ ପିଟିଲା ଯାତ୍ରୀ ବାହୀ ବସ : ୧୦ରୁ ଉର୍ଦ୍ଧ୍ବ ଆହତ, ୨ ଗୁରୁତର !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଟ୍ରକ ପଛରେ ପିଟିଲା ଯାତ୍ରୀ ବାହୀ ବସ । ଯାଜପୁର ଜିଲ୍ଲା ୧୬ନଂ ଜାତୀୟ…

ଆମ ରିପୋଟରକଟକଜିଲ୍ଲାସ୍ମାର୍ଟ ସିଟି

ଫେସବୁକ ଗୃପ ” ଆମ ପରିବାର ” ପକ୍ଷରୁ ସେବାକାର୍ଯ୍ୟ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଫେସବୁକ ଗ୍ରୁପ “ଆମ ପରିବାର” ତରଫରୁ ସାରଦା ଆଶ୍ରମ,ଉତ୍ତରା ଛକ,ଭୁବନେଶ୍ୱର ଠାରେ ଏକ ସାମାଜିକ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ଉନ୍ମତ୍ତ ଙ୍କ କଟୁରୀ ଚୋଟରେ ମା, ଝିଅ ଗୁରୁତର : କଟକ ସ୍ଥାନାନ୍ତର !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ସଦର ମହକୁମାରେ ଜଣେ ବ୍ୟକ୍ତିଙ୍କ ଉନ୍ମତ୍ତ କାଣ୍ଡ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି…