ଆମ ରିପୋଟରଜିଲ୍ଲାଯାଜପୁର

ଶିବମ ରାଜ୍ୟ ସ୍ତରୀୟ ପାଲା ପ୍ରତିଯୋଗିତା ଓ ସଂସ୍କୃତି ମହୋତ୍ସବ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଶିବମ ରାଜ୍ୟ ସ୍ତରୀୟ ପାଲା ପ୍ରତିଯୋଗିତା ଓ ସଂସ୍କୃତି ମହୋତ୍ସବରେ ଶ୍ରେଷ୍ଠ ପାଲା ଗାୟକ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ଗାଇପଡ଼ିଆ ଜଙ୍ଗଲ ଅଞ୍ଚଳରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ଥାନା ଅନ୍ତର୍ଗତ ଲମ୍ବୋଦରପୁର ଗ୍ରାମ ନିକଟ ଗାଇ ପଡ଼ିଆରେ ଏକ ଜଙ୍ଗଲ ଅଞ୍ଚଳରେ…

ଆମ ରିପୋଟରଜିଲ୍ଲାନୟାଗଡ

ଦଶପଲ୍ଲା କୁ ୭ ଦିନ ଭିତରେ ରେଳ ଚଲାଅ : କଂଗ୍ରେସ ର ଆନ୍ଦୋଳନ ଧମକ , ରେଲୱେ ଡିଆରଏମ ଙ୍କୁ ସ୍ମାରକପତ୍ର ପ୍ରଦାନ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଦଶପଲ୍ଲା କୁ ରେଳ ଚଳାଇବା ପାଇଁ ଦଶପଲ୍ଲା ଜନସାଧାରଣଙ୍କ କ୍ରମାଗତ ଦାବୀ କୁ କାର୍ଯ୍ୟକାରୀ…

ଆମ ରିପୋଟରଗଜପତିଜିଲ୍ଲା

ମହେନ୍ଦ୍ରଗିରି ଶିଖର ମାତା କୁନ୍ତି ମନ୍ଦିରରୁ ଗଜପତି ଉତ୍ସବ – ୨୦୨୩ ଶୁଭାରମ୍ଭ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମହେନ୍ଦ୍ରଗିରି ଶିଖର ମାତା କୁନ୍ତି ମନ୍ଦିରରୁ ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ-୨୦୨୩ ଶୁଭାରମ୍ଭ ହୋଇଯାଇଛି। ଏହି…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା : ଦୁର୍ଘଟଣା ଜନିତ ମୃତ୍ୟୁ ନେଇ ପତ୍ନୀଙ୍କ ଅଭିଯୋଗ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅଞ୍ଚଳର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଧୀରେ ଧୀରେ ଜଟିଳ…

ଆମ ରିପୋଟରକଟକଜିଲ୍ଲା

ଶିଶୁ ଚିତ୍ରଶିଳ୍ପୀ : ସୁଶ୍ରୀ ଉତ୍ପର୍ଣ୍ଣା ମିଶ୍ର !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଆଜିର ଶିଶୁ କାଲିର ନାଗରିକ । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଚାଚା ନେହେରୁ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଗୋଦାବରୀଶ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ “ବତୁରା ଆଖିର ଭାଷା” ପ୍ରଦର୍ଶିତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଶା ସରକାରଙ୍କ ନୂଆ -ଓ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ତରଫରୁ ମଙ୍ଗଳବାର ଗୋଦାବରୀଶ…

ଆମ ରିପୋଟରଜିଲ୍ଲାଯାଜପୁର

କଳିଙ୍ଗନଗର ଥାନାରୁ ଆସାମୀ ଫେରାର : ୪ ଥାନା କର୍ମଚାରୀ ନିଲମ୍ୱିତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଥାନାରୁ ଆସାମୀ ଫେରାର , 4 ଥାନା କର୍ମଚାରୀ ନିଲମ୍ୱିତ ! ଯାଜପୁର…

ଅପରାଧଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟସ୍ମାର୍ଟ ସିଟି

ମୁଁ ମୁଣ୍ଡ ନୁଆଁଇବା ପିଲା ନୁହେଁ , ସାମ୍ନା କରିବି – ଅର୍ଚ୍ଚନା ନାଗ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : କ୍ୟାପିଟାଲ ଲ କଲେଜରେ ପହଞ୍ଚିଲେ ଅର୍ଚ୍ଚନା ନାଗ । ଓକିଲ ଲୁକ ରେ ଆସିଛନ୍ତି…

ଆମ ରିପୋଟରକଟକଜିଲ୍ଲା

ସିଂହନାଥ ପୀଠ ରେ ମକର ମେଳା କୁ ନେଇ ପ୍ରଥମ ପ୍ରସ୍ତୁତି ବୈଠକ !!!

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଆରାଧ୍ୟ ଦେବ ବାବା ସିଂହନାଥ ପୀଠ ରେ ଆସନ୍ତା…